"ନିଝୁମ ରାତିର ସାଥୀ (୨୦୧୭)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
୧୮ କ ଧାଡ଼ି: | ୧୮ କ ଧାଡ଼ି: | ||
| studio = |
| studio = |
||
| distributor = |
| distributor = |
||
| released = ୧ ଜାନୁଆରୀ ୨୦୧୭<ref>{{cite web|title=ଜାନୁଆରି 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀ ର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।|url=http://www.cinecritics.in/od/news/breaking%20news/pranay-jethy-publicity-pro-of-god-father-and-nijhum-rati-ra-saathi-releasing-on-1st-january-2017-641228/|publisher=Cine Critics|accessdate=19 July 2017}}</ref> |
|||
| released = ୧ ଜାନୁଆରୀ |
|||
| runtime = |
| runtime = |
||
| country = {{flag|ଭାରତ}} |
| country = {{flag|ଭାରତ}} |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
}} |
}} |
||
'''ନିଝୁମ ରାତିର ସାଥୀ''', ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଜ୍ୟୋତି ଏବଂ ନାୟିକା ତମନ୍ନା ଅଭିନୟ କରିଥିଲେ । ଅନ୍ୟାନ୍ୟ ଭୁମିକାରେ |
'''ନିଝୁମ ରାତିର ସାଥୀ''', ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ।<ref>{{cite news|title=ନୂଆ ବର୍ଷରେ ‘ନିଝୁମ ରାତିର ସାଥୀ’|url=http://www.sambad.in/news/metro/25128.html|accessdate=19 July 2017|newspaper=ସମ୍ବାଦ|date=25 December 2016}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ ।<ref>{{cite news|title=Nijhum Ratira Sathi (2016)|url=http://odiarocks.in/blog/nijhum-ratira-sathi-odia-movie-songs-video/|accessdate=19 July 2017|newspaper=Odia Rocks|date=3 July 2016}}</ref> ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ଅଭିନୟ କରିଥିଲେ ।<ref>{{cite news|title=ନୂଆବର୍ଷରେ ପରଦାକୁ ଆସିଲା ‘ନିଝୁମ ରାତିର ସାଥୀ’|url=http://odishareporter.in/entertainment/new-year-re-parada-ku-asila-nujhuma-rati-ra-sathi/|accessdate=19 July 2017|newspaper=Odisha Reporters|date=1 January 2017}}</ref> ଅନ୍ୟାନ୍ୟ ଭୁମିକାରେ ସତ୍ୟବ୍ରତ, ପ୍ରମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ ।<ref name="Nijhum Ratira Sathi">{{cite web|title=Nijhum Ratira Sathi|url=http://www.odiamoviedatabase.com/2017/01/nijhum-ratira-sathi.html|publisher=Odia Movie Database|accessdate=19 July 2017}}</ref> ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news|title=୨୦୧୭ ଓଡ଼ିଆ ଛବିରେ ନବାଗତା ନାୟିକାମାନଙ୍କର ଓଡ଼ିଆ ସିନେମା ଯାତ୍ର|url=http://enewsodia.com/%E0%AD%A8%E0%AD%A6%E0%AD%A7%E0%AD%AD-%E0%AC%93%E0%AD%9C%E0%AC%BF%E0%AC%86-%E0%AC%9B%E0%AC%AC%E0%AC%BF-%E0%AC%B0%E0%AD%87-%E0%AC%A8%E0%AC%AC%E0%AC%BE%E0%AC%97%E0%AC%A4%E0%AC%BE-%E0%AC%A8%E0%AC%BE/|accessdate=19 July 2017|newspaper=E News ଓଡ଼ିଆ|date=7 July 2017}}</ref> |
||
==ଅଭିନୟ== |
==ଅଭିନୟ== |
||
୩୬ କ ଧାଡ଼ି: | ୩୬ କ ଧାଡ଼ି: | ||
* ପଲ୍ଲବୀ |
* ପଲ୍ଲବୀ |
||
* ସୋନାଲୀ |
* ସୋନାଲୀ |
||
* କୁନା ତ୍ରିପାଠୀ |
|||
* ସୁମନ |
* ସୁମନ |
||
* ବିଜୁ ବଡ଼ଜେନା |
* ବିଜୁ ବଡ଼ଜେନା |
୧୦:୫୯, ୧୯ ଜୁଲାଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ନିଝୁମ ରାତିର ସାଥୀ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ସନ୍ତୋଷ କୁମାର ସିଂ, ଅନାମ ଚରଣ ସାହୁ |
ସଂଳାପ | (ସଂଳାପ): |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସନ୍ତୋଷ କୁମାର ସିଂ |
କଳାକାର | ଜ୍ୟୋତି, ତମନ୍ନା, ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନିଝୁମ ରାତିର ସାଥୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ ।[୩] ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ଅଭିନୟ କରିଥିଲେ ।[୪] ଅନ୍ୟାନ୍ୟ ଭୁମିକାରେ ସତ୍ୟବ୍ରତ, ପ୍ରମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ ।[୫] ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୬]
ଅଭିନୟ
- ଜ୍ୟୋତି
- ତମନ୍ନା
- ଚନ୍ଦନ
- ସତ୍ୟବ୍ରତ ତ୍ରିପାଠୀ
- ପ୍ରେମାନନ୍ଦ ପରିଡ଼ା
- ପଲ୍ଲବୀ
- ସୋନାଲୀ
- କୁନା ତ୍ରିପାଠୀ
- ସୁମନ
- ବିଜୁ ବଡ଼ଜେନା
କାହାଣୀ
ଗୀତ ଏବଂ ସଙ୍ଗୀତ
ମିଳୟ ମିଶ୍ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଅରୁଣ ମନ୍ତ୍ରୀ ।
ଗୀତ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "କେତେ ଭଲ ପାଏ (ପୁରଷ)" | ହ୍ୟୁମାନ ସାଗର | ୦୫:୪୮ |
2. | "କେତେ ଭଲ ପାଏ (ନାରୀ)" | ହ୍ୟୁମାନ ସାଗର, ଇରା ମହାନ୍ତି | ୦୬:୦୧ |
3. | "ଆଲୋ ଲୋ ଲୋ ଲୋ" | ହ୍ୟୁମାନ ସାଗର, ଇରା ମହନ୍ତି | ୦୫:୩୪ |
4. | "ହାଉଲେ ହାଉଲେ" | ୦୩:୫୦ | |
5. | "ଦେହରେ ମୋର" | ଅଞ୍ଜୁ, ପ୍ରଫୁଲ୍ଲ ବେହେରା | ୦୫:୧୩ |
6. | "ଯେବେ ଇଚ୍ଛା ଦେଖିପାରୁ" | ହ୍ୟୁମାନ ସାଗର, ଇରା ମହାନ୍ତି | ୦୫:୦୯ |
7. | "ଗୁରୁବାର ଦିନ" | ସଞ୍ଜୁ,ପ୍ରଫୁଲ୍ଲ ବେହେରା | ୦୩:୨୮ |
8. | "ନିଝୁମ ରାତିର ସାଥୀ" | ହ୍ୟୁମାନ ସାଗର, ଇରା ମହାନ୍ତି | ୦୩:୧୮ |
ଆଧାର
- ↑ "ଜାନୁଆରି 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀ ର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।". Cine Critics. Retrieved 19 July 2017.
- ↑ "ନୂଆ ବର୍ଷରେ 'ନିଝୁମ ରାତିର ସାଥୀ'". ସମ୍ବାଦ. 25 December 2016. Retrieved 19 July 2017.
- ↑ "Nijhum Ratira Sathi (2016)". Odia Rocks. 3 July 2016. Retrieved 19 July 2017.
- ↑ "ନୂଆବର୍ଷରେ ପରଦାକୁ ଆସିଲା 'ନିଝୁମ ରାତିର ସାଥୀ'". Odisha Reporters. 1 January 2017. Retrieved 19 July 2017.
- ↑ "Nijhum Ratira Sathi". Odia Movie Database. Retrieved 19 July 2017.
- ↑ "୨୦୧୭ ଓଡ଼ିଆ ଛବିରେ ନବାଗତା ନାୟିକାମାନଙ୍କର ଓଡ଼ିଆ ସିନେମା ଯାତ୍ର". E News ଓଡ଼ିଆ. 7 July 2017. Retrieved 19 July 2017.