"ଭକ୍ତ ଓ ଭଗବାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
No edit summary |
|||
୨୫ କ ଧାଡ଼ି: | ୨୫ କ ଧାଡ଼ି: | ||
| gross = |
| gross = |
||
}} |
}} |
||
'''ଭକ୍ତ ଓ ଭଗବାନ''', ୨୦୧୭ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ।<ref>{{cite news|title=ଓଡ଼ିଆ ସିନେମା ଜଗତ ପାଇଁ ପ୍ରଥମାର୍ଦ୍ଧ ଉତ୍ସାହଜନକ !|url=http://sambad.in/news/entertainment/first-half-of-odia-film-2017/63391.html|accessdate=16 July 2017|newspaper=ସମ୍ବାଦ|date=6 July 2017}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମୂଲ୍ୟ ଜେନା । ନାରାୟଣ ଚଳଚ୍ଚିତ୍ରର ପ୍ରଯୋଜନା ସହ କାହାଣୀ, ସଂଳାପ, ଚିତ୍ରନାଟ୍ୟ ଏବଂ ବୈଷୟିକ ନିର୍ଦେଶନା ଦାୟିତ୍ୱ ବହନ କରିଥିଲେ ।<ref name="ଭକ୍ତ ଓ ଭଗବାନ"/> ଏହି ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପପୁ ।<ref name="Bhakta o Bhagabana">{{cite web|title=Bhakta O Bhagaban|url=http://www.odiamoviedatabase.com/2017/05/bhakta-o-bhagaban.html|publisher=Odia Movie Database|accessdate=16 July 2017}}</ref> ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ । |
'''ଭକ୍ତ ଓ ଭଗବାନ''', ୨୦୧୭ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ।<ref>{{cite news|title=ଓଡ଼ିଆ ସିନେମା ଜଗତ ପାଇଁ ପ୍ରଥମାର୍ଦ୍ଧ ଉତ୍ସାହଜନକ !|url=http://sambad.in/news/entertainment/first-half-of-odia-film-2017/63391.html|accessdate=16 July 2017|newspaper=ସମ୍ବାଦ|date=6 July 2017}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମୂଲ୍ୟ ଜେନା । ନାରାୟଣ ଚଳଚ୍ଚିତ୍ରର ପ୍ରଯୋଜନା ସହ କାହାଣୀ, ସଂଳାପ, ଚିତ୍ରନାଟ୍ୟ ଏବଂ ବୈଷୟିକ ନିର୍ଦେଶନା ଦାୟିତ୍ୱ ବହନ କରିଥିଲେ ।<ref name="ଭକ୍ତ ଓ ଭଗବାନ"/><ref name="Bhakta">{{cite news|title=Bhakta O Bhagaban Odia Movie of Narayana Ghadei Releasing Today|url=http://enewsodia.com/bhakta-o-bhagaban-odia-movie-narayan-ghadei-releasing-today/|accessdate=16 July 2017|newspaper=E News ଓଡ଼ିଆ|date=19 May 2017}}</ref> ଏହି ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପପୁ ।<ref name="Bhakta o Bhagabana">{{cite web|title=Bhakta O Bhagaban|url=http://www.odiamoviedatabase.com/2017/05/bhakta-o-bhagaban.html|publisher=Odia Movie Database|accessdate=16 July 2017}}</ref> ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ । |
||
==ଅଭିନୟ== |
==ଅଭିନୟ== |
୧୨:୫୬, ୧୬ ଜୁଲାଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଭକ୍ତ ଓ ଭଗବାନ | |
---|---|
ନିର୍ଦ୍ଦେଶକ | ଅମୂଲ୍ୟ ଜେନା |
ପ୍ରଯୋଜକ | ନାରାୟଣ ଘଡ଼େଇ |
ସଂଳାପ | (ସଂଳାପ): ନାରାୟଣ ଘଡ଼େଇ |
ଚିତ୍ରନାଟ୍ୟ | ନାରାୟଣ ଘଡ଼େଇ |
କାହାଣୀ | ନାରାୟଣ ଘଡ଼େଇ |
କଳାକାର | ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ |
ସଙ୍ଗୀତ | ବିଦ୍ୟୁତ୍ ରଏ, ହିମାଂଶୁ ଶେଖର ମହାନ୍ତି, ଜିତ୍ |
ମୁକ୍ତିଲାଭ ତାରିଖ | ୧୯ ମଇ ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୫୦ ଲକ୍ଷ[୨] |
ଭକ୍ତ ଓ ଭଗବାନ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମୂଲ୍ୟ ଜେନା । ନାରାୟଣ ଚଳଚ୍ଚିତ୍ରର ପ୍ରଯୋଜନା ସହ କାହାଣୀ, ସଂଳାପ, ଚିତ୍ରନାଟ୍ୟ ଏବଂ ବୈଷୟିକ ନିର୍ଦେଶନା ଦାୟିତ୍ୱ ବହନ କରିଥିଲେ ।[୧][୪] ଏହି ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପପୁ ।[୫] ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ ।
ଅଭିନୟ
- ଦେବଦତ୍ତ
- ରିତିକା
- ପୂଜା
- ଲୀନା
- ଦେବୁ ବ୍ରହ୍ମା
- ଦେବୀ ବାରିକ
- ଚକ୍ରଧର ଜେନା
- ପ୍ରିୟ ମିଶ୍ର
- ନଟବର ଆଚାର୍ଯ୍ୟ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍ ରଏ, ହିମାଂଶୁ ଶେଖର ମହାନ୍ତି ଏବଂ ଜିତ୍ ।[୧]
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ହେ ମାଧବ ରାଧା ମାଧବ" |
ଆଧାର
- ↑ ୧.୦ ୧.୧ ୧.୨ "ଆଜି ଶୁଭମୁକ୍ତି: ଓଡ଼ିଆ ଛବି 'ଭକ୍ତ ଓ ଭଗବାନ'". ସମ୍ବାଦ. 19 May 2017. Retrieved 16 July 2017.
- ↑ "Bhakta O Bhagaban". moviesfyi. Retrieved 16 July 2017.
- ↑ "ଓଡ଼ିଆ ସିନେମା ଜଗତ ପାଇଁ ପ୍ରଥମାର୍ଦ୍ଧ ଉତ୍ସାହଜନକ !". ସମ୍ବାଦ. 6 July 2017. Retrieved 16 July 2017.
- ↑ "Bhakta O Bhagaban Odia Movie of Narayana Ghadei Releasing Today". E News ଓଡ଼ିଆ. 19 May 2017. Retrieved 16 July 2017.
- ↑ "Bhakta O Bhagaban". Odia Movie Database. Retrieved 16 July 2017.