ସିରୁଳୀ ମହାବୀର ମନ୍ଦିର

ଉଇକିପିଡ଼ିଆ‌ରୁ

ସିରୁଳୀ ମହାବୀର ଓଡ଼ିଶାର ଧାର୍ମିକ ସହର ପୁରୀଠାରେ ଥିବା ଏକ ହନୁମାନଙ୍କ ମନ୍ଦିର। ସିରୁଳୀ ମହାବୀର ମନ୍ଦିର ପୁରୀ ଜିଲ୍ଲାଠାରୁ ୨୭ କିଲୋମିଟର ଓ ଭୂବନେଶ୍ୱରଠାରୁ ୭୧ କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିରଟି ଶିଳ୍ପ ବିଦ୍ଯା ସମ୍ବନ୍ଧୀୟ ପାଇଁ ନୁହେଁ କିନ୍ତୁ ଏକ ଧାର୍ମିକ ସମ୍ବନ୍ଧୀୟ । ଏହା ଓଡ଼ିଶାର ଅନ୍ଯତମ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ । [୧]

ପୁରୀ ଭାରତବର୍ଷର ଅତ୍ୟୁତ୍ତମ ତଥା ସର୍ବବୃହତ୍ତ ତୀର୍ଥ ଏବଂ ଧାର୍ମିକ କେନ୍ଦ୍ର !। ଏହା ପ୍ରଭୁ ଜଗନ୍ନାଥଙ୍କର ପୁନ୍ୟଭୂମି। ଓଡ଼ିଶାରେ ପ୍ରଭୁ ହନୁମାନ ମଧ୍ୟ ବିସ୍ତାରିତ ରୂପେ ପୂଜା ପାଉଛନ୍ତି । କଟକରେ ପଞ୍ଚମୁଖୀ ହନୁମାନ ମନ୍ଦିର ଏବଂ ପୁରୀର ସିରୁଳୀ ମହାବୀର ଓ ସିଦ୍ଧ ମହାବୀର ମନ୍ଦିର ଓଡ଼ିଶାରେ ବିଖ୍ଯାତ ।

ଇତିହାସ[ସମ୍ପାଦନା]

କିମ୍ବଦନ୍ତୀ[ସମ୍ପାଦନା]

ପର୍ବପବାଣି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ସିରୁଳି ମହାବୀର ମନ୍ଦିର". Retrieved 28 May 2014.