ଟୁଇନ୍ସ
ଦେଖଣା
ଟୁଇନ୍ସ | |
---|---|
ନିର୍ଦ୍ଦେଶକ | ରାସେଶ ମହାନ୍ତି |
ପ୍ରଯୋଜକ | କ୍ଷୀରୋଦ ପଟ୍ଟନାୟକ |
କାହାଣୀ | ସାତ୍ୟକୀ କୁଣ୍ଡୁ |
କଳାକାର | ରିୟା ଦେ ହରିହର ଦାସ ସନ୍ତୋଷ ନାରାୟଣ ଦାସ କିର୍ତ୍ତୀ ମହାନ୍ତି |
ସଙ୍ଗୀତ | ଗୁଡଲୀ ରଥ |
ମୁକ୍ତିଲାଭ ତାରିଖ | ୪ ଜୁନ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଟୁଇନ୍ସ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ସ୍ୱାତ୍ୟକୀ କୁଣ୍ଡୁ ଏହାର କାହାଣୀ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାସେଶ ମହାନ୍ତି ।[୨]
ରିୟା ଦେ, ହରିହର ଦାସ, ସନ୍ତୋଷ ନାରାୟଣ ଦାସ, କିର୍ତ୍ତୀ ମହାନ୍ତି, ଲତାସା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ରିୟା ଦେ - ଆରତୀ ଓ ଆଭା[୧]
- ହରିହର ଦାସ
- ସନ୍ତୋଷ ନାରାୟଣ ଦାସ
- କିର୍ତ୍ତୀ ମହାନ୍ତି
- ଲତାସା
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡଲୀ ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ, ଶାନ୍ତନୁ ସିଦ୍ଧିସ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ୧ ଜୁନ ୨୦୨୩ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ତୁ ଆସିବା ପରେ" | ଶାନ୍ତନୁ ସିଦ୍ଧସ୍ନା, ଲିପ୍ସା ମହାପାତ୍ର | |
2. | "ଆଇ ଲଭ୍ ୟୁ ପ୍ରିୟା" | ସ୍ୱୟମ ପାଢ଼ୀ, ଲିପ୍ସା ମହାପାତ୍ର |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୪ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Panda, Abhayananda (2 June 2023). "୪ରେ ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଟୁଇନ୍ସ' - Dharitri". Dharitri Odia News. Archived from the original on 28 September 2023. Retrieved 28 September 2023.
- ↑ "ଦୁଇ ଯାଆଁଳା ଭଉଣୀଙ୍କ କଥା...ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର 'ଟ୍ୱିନ୍ସ', ଲୋକାର୍ପିତ ହେଲା ଅଡିଓ". Samaja Live (in Odia). 1 June 2023. Archived from the original on 28 September 2023. Retrieved 28 September 2023.
{{cite web}}
: CS1 maint: unrecognized language (link) - ↑ "ରିୟା-ହରିଙ୍କ ଟୁଇନ୍ସ". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
- ↑ Sethy, Rajesh (1 June 2023). "ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'ଟ୍ୱିନ୍ସ'ର ଅଡିଓ ଲୋକାର୍ପିତ". Kanak News (in Odia). Archived from the original on 28 September 2023. Retrieved 28 September 2023.
{{cite web}}
: CS1 maint: unrecognized language (link) - ↑ "ଜୀ ସାର୍ଥକରେ 'ଟ୍ୱିନ୍ସ'". ପ୍ରମେୟ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଟୁଇନ୍ସ