ତୁ ମୋ ମନର ମିତ

ଉଇକିପିଡ଼ିଆ‌ରୁ
(Tu Mo Manara Mitaରୁ ଲେଉଟି ଆସିଛି)
ତୁ ମୋ ମନର ମିତ
ନିର୍ଦ୍ଦେଶକହରନାଥ ଚକ୍ରବର୍ତ୍ତୀ
କଳାକାରମୌସୁମୀ ଚାଟାର୍ଜୀ
ଜିତ୍
କୋଏଲ୍ ବାନାର୍ଜୀ
ରଣଜିତ ମଲ୍ଲିକ
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋ ମନର ମିତ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହରନାଥ ଚକ୍ରବର୍ତ୍ତୀ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ମୌସୁମୀ ଚାଟାର୍ଜୀ, ଜିତ୍, କୋଏଲ୍ ବାନାର୍ଜୀ, ରଣଜିତ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଏଇଠି ଆସିଛି ତୁମରି ଦରକାର" 
2."ଚିରଦିନ ଏହି ଅନ୍ଧାରେ" 
3."ହଁ ମୁଁ ସୁକନ୍ୟା" 
4."ଜାଣେନା ମୁଁ କି ଗୀତ ଗାଇବି" 
5."ପାଗେଳି ତୋର ଖେପା ଜାଲେ" 
6."ଥାଉ ଥାଉ ବାବା ଥାଉ" 

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]