ସାହିତ୍ୟ ଦିଦି

ଉଇକିପିଡ଼ିଆ‌ରୁ
(Sahitya Didiରୁ ଲେଉଟି ଆସିଛି)
ସାହିତ୍ୟ ଦିଦି
ନିର୍ଦ୍ଦେଶକମନୋରଞ୍ଜନ ପାଲ୍
ପ୍ରଯୋଜକମନୋରଞ୍ଜନ ପାଲ୍
ସଂଳାପଅଜୟ ସାମଲ
ଚିତ୍ରନାଟ୍ୟମନୋରଞ୍ଜନ ପାଲ୍
କାହାଣୀମନୋରଞ୍ଜନ ପାଲ୍
କଳାକାରରୋନ‌କ ଦାଶ
ଅଦିତୀ ମୁଖାର୍ଜୀ
ପିଣ୍ଟୁ ନନ୍ଦ
ଜୀବନ ପଣ୍ଡା
ବ୍ରଜ ସିଂହ
ସୁରେଶ ବଳ
ସଙ୍ଗୀତମନୋରଞ୍ଜନ ପାଲ୍
ମୁକ୍ତିଲାଭ ତାରିଖ
୯ ମଇ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ସାହିତ୍ୟ ଦିଦି, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ମନୋରଞ୍ଜନ ପାଲ ଏହି କଥାଚିତ୍ରଟିର ପ୍ରଯୋଜନା, କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ।[୧][୨][୩] ଅଜୟ ସାମଲ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମୋହିତ ଚକ୍ରବର୍ତ୍ତୀ କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନ‌କ ଦାଶ[୫] ଏବଂ ଅଦିତୀ ମୁଖାର୍ଜୀ । ପିଣ୍ଟୁ ନନ୍ଦ, ସୁରେଶ ବଳ, ଜୀବନ ପଣ୍ଡା, ବ୍ରଜ ସିଂହ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନୋରଞ୍ଜନ ପାଲ୍ । ଗୀତିକାର ମୋହିତ ଚକ୍ରବର୍ତ୍ତୀ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଦେଇ ପାରିଲିନି ବୋଲି" 
2."ଦିନେ ନ ଦେଖିଲେ ତ‌ତେ" 
3."ମିତ ରେ" 
4."ପରଦେଶୀ ରେ" 
5."ସାହିତ୍ୟ ଦିଦି" 
6."କାଗଜ ଫୁଲ କୁ" 
7."କେବେ କେବେ ୟେ ଆଖି ରୁ" 

ଆଧାର[ସମ୍ପାଦନା]

  1. "'ଡାର୍ଲିଂ'ର ଯୋଡିକୁ ଜାଣନ୍ତୁ". Sambad. 6 January 2019. Archived from the original on 21 October 2021. Retrieved 10 January 2019.
  2. "ପିଣ୍ଟୁ ନନ୍ଦ କ'ଣ ସତରେ ବଟି ନିଅନ୍ତି?". sambad.in. 16 April 2017. Archived from the original on 13 September 2017. Retrieved 10 September 2017.
  3. "Sahitya Didi". NuaOdisha.com. Retrieved 10 September 2017.
  4. ୪.୦ ୪.୧ ୪.୨ "Sahitya Didi". Incredible Orissa. 10 September 2013. Retrieved 10 September 2017.
  5. "ଫେରୁଛନ୍ତି ଏହି ନାୟକ | Sambad". Sambad. 28 January 2018. Retrieved 31 August 2018.

ବାହାର ଆଧାର[ସମ୍ପାଦନା]