ମା କାନ୍ଦେ ଆଜି ପୁଅଟେ ପାଇଁ
ଦେଖଣା
(Maa Kande Aaji Puate Painରୁ ଲେଉଟି ଆସିଛି)
ମା କାନ୍ଦେ ଆଜି ପୁଅଟେ ପାଇଁ | |
---|---|
ନିର୍ଦ୍ଦେଶକ | ଅନୁପ୍ ସେନ୍ଗୁପ୍ତା |
ପ୍ରଯୋଜକ | ଧ୍ରୁବ ରଣା |
ସଂଳାପ | ସଲିଲ୍ ମିତ୍ର |
ଚିତ୍ରନାଟ୍ୟ | ସ୍ନେହାଶୀଷ ଚକ୍ରବର୍ତ୍ତୀ |
କାହାଣୀ | ସ୍ନେହାଶୀଷ ଚକ୍ରବର୍ତ୍ତୀ |
କଳାକାର | ପ୍ରସନ୍ନଜିତ୍ ଚାଟାର୍ଜୀ, ରଚନା ବାନାର୍ଜୀ |
ସଙ୍ଗୀତ | ଅଶୋକ ଭଦ୍ର |
ଚିତ୍ରଗ୍ରହଣ | ବାବୁଲ୍ ରାୟ |
ସମ୍ପାଦକ | ଅସୀତ ଦେ ସରକାର |
ମୁକ୍ତିଲାଭ ତାରିଖ | ୨୦୦୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମା କାନ୍ଦେ ଆଜି ପୁଅଟେ ପାଇଁ, ୨୦୦୨ରେ ମୁକ୍ତିଲାଭ କରିଥିବା ବଙ୍ଗଳା କଥାଚିତ୍ର, ଏହା ଓଡ଼ିଆ ଭାଷାରେ ଡବିଂ କରାଯାଇଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧ୍ରୁବ ରଣା । ସ୍ନେହାଶୀଷ ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ସଲିଲ୍ ମିତ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅନୁପ୍ ସେନ୍ଗୁପ୍ତା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ପ୍ରସନ୍ନଜିତ୍ ଚାଟାର୍ଜୀ, ରଚନା ବାନାର୍ଜୀ, ଲକେଟ୍, ତାପସ ପାଲ୍, ପ୍ରିୟା ସେନ୍ଗୁପ୍ତା, ଦୀପଙ୍କର ଦେ, ଅନୁରାଧା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୧]
- ପ୍ରସନ୍ନଜିତ୍ ଚାଟାର୍ଜୀ
- ରଚନା ବାନାର୍ଜୀ
- ଲକେଟ୍
- ତାପସ ପାଲ୍
- ପ୍ରିୟା ସେନ୍ଗୁପ୍ତା
- ଦୀପଙ୍କର ଦେ
- ଅନୁରାଧା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଶୋକ ଭଦ୍ରା । ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଟି. ସୌରୀ, ଇରା ମହାନ୍ତି, ଶୁଭାଶୀଷ, ଶୈଳଭାମା ମହାପାତ୍ର, ଅରବିନ୍ଦ ମୁଦିଲୁ ଓ ସଞ୍ଜୁକ୍ତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ବନ୍ଧୁରେ ସୁନା ରୂପା ଯିଏ ଯେତେ ଦେଲେବି ବୁଣି" | ||
2. | "ଜିତିଲୁ ଜିତିଗଲୁରେ ହାରିନୁ ଆମେ ଜିତିଗଲୁରେ" | ଟି. ସୌରୀ[୨] | |
3. | "ମୁଁ ଜଣେ ଗାଉଁଲି ଲୋକ ଆସିଛି ସହରକୁ" | ||
4. | "ଶିବକୁ କରିଲେ ଖୁସି ମିଳେ ତାଙ୍କ ଆଶିଷ" | ||
5. | "ତୁମେ ମତେ ଭଲ ପାଇ ଦେଲ ନୂଆ ସକାଳ" |
ଆଧାର
[ସମ୍ପାଦନା]- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "Maa Kande Aaji Puate Pain". Odia Music. Archived from the original on 17 June 2017. Retrieved 4 May 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମା କାନ୍ଦେ ଆଜି ପୁଅଟେ ପାଇଁ