ମା କାନ୍ଦେ ଆଜି ପୁଅଟେ ପାଇଁ

ଉଇକିପିଡ଼ିଆ‌ରୁ
(Maa Kande Aaji Puate Painରୁ ଲେଉଟି ଆସିଛି)
ମା କାନ୍ଦେ ଆଜି ପୁଅଟେ ପାଇଁ
ନିର୍ଦ୍ଦେଶକଅନୁପ୍ ସେନ୍‌ଗୁପ୍ତା
ପ୍ରଯୋଜକଧ୍ରୁବ ରଣା
ସଂଳାପସଲିଲ୍ ମିତ୍ର
ଚିତ୍ରନାଟ୍ୟସ୍ନେହାଶୀଷ ଚକ୍ରବର୍ତ୍ତୀ
କାହାଣୀସ୍ନେହାଶୀଷ ଚକ୍ରବର୍ତ୍ତୀ
କଳାକାରପ୍ରସନ୍ନ‌ଜିତ୍ ଚାଟାର୍ଜୀ,
ରଚନା ବାନାର୍ଜୀ
ସଙ୍ଗୀତଅଶୋକ ଭଦ୍ର
ଚିତ୍ରଗ୍ରହଣବାବୁଲ୍ ରାୟ
ସମ୍ପାଦକଅସୀତ ଦେ ସରକାର
ମୁକ୍ତିଲାଭ ତାରିଖ
୨୦୦୨
ଦେଶ ଭାରତ
ଭାଷାଓଡ଼ିଆ

ମା କାନ୍ଦେ ଆଜି ପୁଅଟେ ପାଇଁ, ୨୦୦୨ରେ ମୁକ୍ତିଲାଭ କରିଥିବା ବଙ୍ଗଳା କଥାଚିତ୍ର, ଏହା ଓଡ଼ିଆ ଭାଷାରେ ଡବିଂ କରାଯାଇଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧ୍ରୁବ ରଣା । ସ୍ନେହାଶୀଷ ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ସଲିଲ୍ ମିତ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅନୁପ୍ ସେନ୍‌ଗୁପ୍ତା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ପ୍ରସନ୍ନଜିତ୍ ଚାଟାର୍ଜୀ, ରଚନା ବାନାର୍ଜୀ, ଲକେଟ୍, ତାପସ ପାଲ୍, ପ୍ରିୟା ସେନ୍‌ଗୁପ୍ତା, ଦୀପଙ୍କର ଦେ, ଅନୁରାଧା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ସିଦ୍ଧାନ୍ତ ମହାପାତ୍ର[୧]
  • ପ୍ରସନ୍ନଜିତ୍ ଚାଟାର୍ଜୀ
  • ରଚନା ବାନାର୍ଜୀ
  • ଲକେଟ୍
  • ତାପସ ପାଲ୍
  • ପ୍ରିୟା ସେନ୍‌ଗୁପ୍ତା
  • ଦୀପଙ୍କର ଦେ
  • ଅନୁରାଧା

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଶୋକ ଭଦ୍ରା । ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଟି. ସୌରୀ, ଇରା ମହାନ୍ତି, ଶୁଭାଶୀଷ, ଶୈଳଭାମା ମହାପାତ୍ର, ଅରବିନ୍ଦ ମୁଦିଲୁ ଓ ସଞ୍ଜୁକ୍ତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ବନ୍ଧୁରେ ସୁନା ରୂପା ଯିଏ ଯେତେ ଦେଲେବି ବୁଣି"  
2."ଜିତିଲୁ ଜିତିଗଲୁରେ ହାରିନୁ ଆମେ ଜିତିଗଲୁରେ"ଟି. ସୌରୀ[୨] 
3."ମୁଁ ଜଣେ ଗାଉଁଲି ଲୋକ ଆସିଛି ସ‌ହରକୁ"  
4."ଶିବକୁ କରିଲେ ଖୁସି ମିଳେ ତାଙ୍କ ଆଶିଷ"  
5."ତୁମେ ମତେ ଭଲ ପାଇ ଦେଲ ନୂଆ ସକାଳ"  

ଆଧାର[ସମ୍ପାଦନା]

  1. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  2. "Maa Kande Aaji Puate Pain". Odia Music. Archived from the original on 17 June 2017. Retrieved 4 May 2018.

ବାହାର ଆଧାର[ସମ୍ପାଦନା]