ଲଙ୍ଗଳେଶ୍ୱର ମନ୍ଦିର

ଉଇକିପିଡ଼ିଆ‌ରୁ
(Langaleswara templeରୁ ଲେଉଟି ଆସିଛି)
ଲଙ୍ଗଳେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାଲେଶ୍ୱର
Location
Countryଭାରତ

ଲଙ୍ଗଳେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର ।

ବିଶେଷତା[ସମ୍ପାଦନା]

ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠାରେ ଶିବ ପୂର୍ଣ୍ଣ ବିଗ୍ରହାବନ୍ତ ହୋଇ ପାର୍ବତୀଙ୍କ ସହିତ ବିରଜୁଛନ୍ତି । ଏଠାରେ ଶିବଲିଙ୍ଗ ଦେଖାଯାନ୍ତି ନାହିଁ । ମନ୍ଦିର କାନ୍ଥରେ ରଥରୋହୀ ସୂର୍ଯ୍ୟ, ଦଶଭୁଜା ଦୁର୍ଗା, ଆଠଭୁଜ ଗଣେଶ ଆଦି ମୂର୍ତ୍ତୀ କଳାମୁଗୁନି ପଥରରେ ଖୋଦିତ ।[୧]

ଗମନାଗମନ[ସମ୍ପାଦନା]

ଲଙ୍ଗଳେଶ୍ୱର ଶିବ ମନ୍ଦିର ବସ୍ତା ଛକଠାରୁ ବାଲିଆପାଳ ଯିବା ରାସ୍ତାରେ ପଡ଼େ ।

ଆଧାର[ସମ୍ପାଦନା]

  1. ପ୍ରଦୀପ୍ତ ଦାସ. ବାଲେଶ୍ୱର ଜିଲ୍ଲାର ଦର୍ଶନୀୟ ସ୍ଥାନ. ଉନ୍ନୟନୀ (୨୦୦୬) ପୃ. ୭୭-୭୮