ଲଙ୍ଗଳେଶ୍ୱର ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ଲଙ୍ଗଳେଶ୍ୱର ମନ୍ଦିର
ଲଙ୍ଗଳେଶ୍ୱର ମନ୍ଦିର is located in ଓଡ଼ିଶା
ଲଙ୍ଗଳେଶ୍ୱର ମନ୍ଦିର
ଲଙ୍ଗଳେଶ୍ୱର ମନ୍ଦିର
ଓଡ଼ିଶା
ଭୌଗୋଳିକ ଅବସ୍ଥିତି
ଦିଗବାରେଣି21°37′37.6″N 87°12′6.29″E / 21.627111°N 87.2017472°E / 21.627111; 87.2017472Coordinates: 21°37′37.6″N 87°12′6.29″E / 21.627111°N 87.2017472°E / 21.627111; 87.2017472
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର

ଲଙ୍ଗଳେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର ।

ବିଶେଷତା[ସମ୍ପାଦନା]

ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠାରେ ଶିବ ପୂର୍ଣ୍ଣ ବିଗ୍ରହାବନ୍ତ ହୋଇ ପାର୍ବତୀଙ୍କ ସହିତ ବିରଜୁଛନ୍ତି । ଏଠାରେ ଶିବଲିଙ୍ଗ ଦେଖାଯାନ୍ତି ନାହିଁ । ମନ୍ଦିର କାନ୍ଥରେ ରଥରୋହୀ ସୂର୍ଯ୍ୟ, ଦଶଭୁଜା ଦୁର୍ଗା, ଆଠଭୁଜ ଗଣେଶ ଆଦି ମୂର୍ତ୍ତୀ କଳାମୁଗୁନି ପଥରରେ ଖୋଦିତ ।[୧]

ଗମନାଗମନ[ସମ୍ପାଦନା]

ଲଙ୍ଗଳେଶ୍ୱର ଶିବ ମନ୍ଦିର ବସ୍ତା ଛକ ଠାରୁ ବାଲିଆପାଳ ଯିବା ରାସ୍ତାରେ ପଡ଼େ ।

ଆଧାର[ସମ୍ପାଦନା]

  1. ପ୍ରଦୀପ୍ତ ଦାସ. ବାଲେଶ୍ୱର ଜିଲ୍ଲାର ଦର୍ଶନୀୟ ସ୍ଥାନ. ଉନ୍ନୟନୀ (୨୦୦୬) ପୃ. ୭୭-୭୮