Jump to content

କେନ୍ଦୁଝର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
(Keonjhar Assembly constituencyରୁ ଲେଉଟି ଆସିଛି)
କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀ
Constituency No. ୨୪ for the ଓଡ଼ିଶା ବିଧାନ ସଭା
ନିର୍ବାଚନ ମଣ୍ଡଳୀ ବିବରଣି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀକେନ୍ଦୁଝର
ସ୍ଥାପିତ୧୯୫୧
ମୋଟ ଭୋଟର୧,୯୯,୬୭୩
ସଂରକ୍ଷଣଅନୁସୂଚିତ ଜନଜାତି
ବିଧାନ ସଭା ସଭ୍ୟ
୧୭ଶ ଓଡ଼ିଶା ବିଧାନ ସଭା
ପଦସ୍ଥ
ଦଳଭାରତୀୟ ଜନତା ପାର୍ଟି
ନିର୍ବାଚିତ୨୦୨୪

କେନ୍ଦୁଝର (କ୍ରମିକ ସଂଖ୍ୟା: ୨୪) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କେନ୍ଦୁଝର (ପୌ), କେନ୍ଦୁଝର ବ୍ଳକ, ଝୁମ୍ପୁରା ବ୍ଳକର କିଛି ଅଂଶ ଓ ବାଂଶପାଳ ବ୍ଳକର କିଛି ଅଂଶ ।[୨][୩]


ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମୋହନ ଚରଣ ମାଝୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳ ପ୍ରାର୍ଥୀନୀ ମୀନା ମାଝୀଙ୍କଠାରୁ ୧୧,୫୭୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଭିରାମ ନାଏକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କଠାରୁ ୮୬୭୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବର୍ଣ୍ଣ ନାୟକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମୋହନ ଚରଣ ମାଝିଙ୍କଠାରୁ ୭,୨୬୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭][୪]


୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, କେନ୍ଦୁଝର [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସୁବର୍ଣ୍ଣ ନାୟକ ୩୬,୪୭୧ ୩୦.୩୪ -
ଭାଜପା ମୋହନ ଚରଣ ମାଝି ୨୯,୨୦୨ ୨୪.୨୯ -
ସ୍ୱାଧୀନ ସିଦ୍ଧେଶ୍ୱର ନାୟକ ୨୪,୩୨୦ ୨୦.୨୩ -
କଂଗ୍ରେସ ବିଦ୍ୟାଧର ଦେହୁରୀ ୨୧,୩୩୮ ୧୭.୭୫ -
ଝାମୁମୋ ଶିବଶଙ୍କର ମଢ଼ୀ ୩,୦୯୬ ୨.୫୮ -
ବସପା ରାମ ପ୍ରସାଦ ହେମ୍ବ୍ରମ ୧,୫୮୫ ୧.୩୨ -
ସମୃଦ୍ଧ ଓଡ଼ିଶା ହାରାମଣୀ ମୁଣ୍ଡା ୧,୧୯୦ ୦.୯୯ -
ସ୍ୱାଧୀନ ବଳଭଦ୍ର ନାୟକ ୧,୧୩୫ ୦.୯୪ -
ରାଷ୍ଟ୍ରବାଦୀ ସେନା ଜର୍ମାନ ସୋରେନ ୧,୦୩୩ ୦.୮୬ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଯଦୁମଣୀ ବଙ୍କୀରା ୮୫୪ ୦.୭୧ -
ଭୋଟ ବ୍ୟବଧାନ ୭,୨୬୯ ୬.୦୫* -
ମତଦାନ ହାର ୧,୨୦,୨୪୭ ୬୪.୮୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. "Keonjhar Assembly Election 2009, Orissa". empoweringindia.org. Retrieved 24 May 2013. Constituency: Keonjhar (24) District : Keonjhar[permanent dead link]
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. "State Elections 2004 - Partywise Comparision for 144-Keonjhar Constituency of ORISSA". eci.nic.in. 2006. Retrieved 24 May 2013. List Of Winning Candidates
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf