ଛୋଟରାୟ ମାଝୀ
ଦେଖଣା
(ଛୋଟରାୟ ମାଝିରୁ ଲେଉଟି ଆସିଛି)
ଛୋଟରାୟ ମାଝୀ | |
|---|---|
| ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୭୩ | |
| ପୂର୍ବ ଅଧିକାରୀ | ଗୋବିନ୍ଦ ମୁଣ୍ଡା |
| ପର ଅଧିକାରୀ | ଗୋବିନ୍ଦ ମୁଣ୍ଡା |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୫ – ୧୯୯୫ | |
| ପୂର୍ବ ଅଧିକାରୀ | ଯୋଗେନ୍ଦ୍ର ନାୟକ |
| ପର ଅଧିକାରୀ | ଯୋଗେନ୍ଦ୍ର ନାୟକ |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବ୍ୟକ୍ତିଗତ ସବିଶେଷ | |
| ମୃତ୍ୟୁ | ୩୦ ମଇ ୨୦୦୩ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ, ଜନତା ପାର୍ଟି |
| ଜୀବନ ସାଥୀ | କିଶୋରୀ ଦେବୀ |
| ସନ୍ତାନ | ୧ ପୁଅ, ୩ ଝିଅ |
| ବାପା/ବୋଉ | ଦାମନ ମାଝୀ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଛୋଟରାୟ ମାଝୀ (ମୃତ୍ୟୁ: ୩୦ ମଇ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଉତ୍କଳ କଂଗ୍ରେସ, ଜନତା ପାର୍ଟି ଓ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୩ ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓଡ଼ିଶା ବିଧାନ ସଭା, ୯ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ "Late Chhotaray Majhi". odishaassembly.nic.in. Odisha Assembly. Retrieved 17 July 2019.