ହାଣ୍ଡିଭଙ୍ଗା ଜଳପ୍ରପାତ

ଉଇକିପିଡ଼ିଆ‌ରୁ
ହାଣ୍ଡିଭଙ୍ଗା ଜଳପ୍ରପାତ
ଅବସ୍ଥାନହାଣ୍ଡିଭଙ୍ଗା, ବହଳଦା, ଯୋଡ଼ା, କେନ୍ଦୁଝର ଜିଲ୍ଲା
ଉଚ୍ଚତା୩୦ ମିଟର
ଖାଲମାନଙ୍କ ସଂଖ୍ୟା
ଝରଣାଜଙ୍ଗଲୀ ଝରଣା

ହାଣ୍ଡିଭଙ୍ଗା ଜଳପ୍ରପାତ କେନ୍ଦୁଝର ଜିଲ୍ଲାରେ ଥିବା ଏକ ଜଳପ୍ରପାତ ।[୧]

ଉଚ୍ଚତା ଓ ଅବସ୍ଥାନ[ସମ୍ପାଦନା]

ଚମ୍ପୁଆ ଉପଖଣ୍ଡର ଯୋଡ଼ା ବ୍ଳକ ଅନ୍ତର୍ଗତ ବହଳଦା ଗ୍ରାମ ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମରେ ଏହା ଅବସ୍ଥିତ । ସୁନ୍ଦରଗଡ଼ ଜିଲ୍ଲାରୁ ବହି ଆସୁଥିବା ଏକ ଝରଣା ଏଠାରେ ଥିବା କାଳିଆ ପାହାଡ଼ରୁ ୩୦ ମିଟର ତଳକୁ ଖସି ଏହି ଜଳପ୍ରପାତ ସୃଷ୍ଠି କରୁଛି ।

ଆଧାର[ସମ୍ପାଦନା]

  1. "Handibhanga-Water-Fall". Discover Odisha. Travel Odisha. Retrieved 27 December 2014.