ହେଲୋ ରାବଣ
ଦେଖଣା
(Hello Ravanaରୁ ଲେଉଟି ଆସିଛି)
ହେଲୋ ରାବଣ | |
---|---|
ନିର୍ଦ୍ଦେଶକ | ରମେଶ ରାଉତ |
ପ୍ରଯୋଜକ | ସଙ୍ଗୀତା ଶତପଥୀ |
ଚିତ୍ରନାଟ୍ୟ | ରମେଶ ରାଉତ |
କଳାକାର | ପପୁ ପମ ପମ ଅରବିନ୍ଦ ଷଡ଼ଙ୍ଗୀ ପ୍ରତିଭା ପଣ୍ଡା |
ସଙ୍ଗୀତ | ପପୁ ପମ ପମ |
ମୁକ୍ତିଲାଭ ତାରିଖ | ୧୫ ଅକ୍ଟୋବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ହେଲୋ ରାବଣ, ୨୦୨୧ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଙ୍ଗୀତ ଶତପଥୀ, ଯାହାକି ପପୁ ପମ ପମ କ୍ରିଏସନ୍ ବ୍ୟାନରରେ ନିର୍ମିତ ହୋଇଥିଲା । ରମେଶ ରାଉତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ । ଅରବିନ୍ଦ ଷଡ଼ଙ୍ଗୀ, ପ୍ରତିଭା ପଣ୍ଡା, କାଳିଚରଣ ଆଚାର୍ଯ୍ୟ, ରାଜୀବ, ଦୀପକ ତ୍ରିପାଠୀ, ସୁଦିପ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ପପୁ ପମ ପମ
- ଅରବିନ୍ଦ ଷଡ଼ଙ୍ଗୀ
- ପ୍ରତିଭା ପଣ୍ଡା
- କାଳିଚରଣ ଆଚାର୍ଯ୍ୟ
- ରାଜୀବ
- ଦୀପକ ତ୍ରିପାଠୀ
- ସୁଦିପ୍ତ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପପୁ ପମ ପମ । ଦୀପକ ଜେନା, ରୂପ ସାଗର, ଟୁକୁନା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବେଶ ପତି, ଅନ୍ତରା ଚକ୍ରବର୍ତ୍ତୀ, ପପୁ ପମ ପମ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଆ ଆ ଆଲୋ ଧନ ଆ" | ଦେବେଶ ପତି, ଅନ୍ତରା ଚକ୍ରବର୍ତ୍ତୀ | ||
2. | "ରଜନୀଗନ୍ଧାର ମହକ" | ଦୀପକ ଜେନା | ||
3. | "ପାଠ ପଢ଼ିଲି ଲାଇଫାଟ୍ ବେକାର" | ରୂପ ସାଗର, ଟୁକୁନା | ପପୁ ପମ ପମ ଓ ଗ୍ରୁପ୍ | |
4. | "ସୈୟାଁ ମାର୍ ଲୋ" | ଦୀପ ଜେନା | ପପୁ ପମ ପମ, ଚିତୁ |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହେଲୋ ରାବଣ