ଗଣେଶ ପୂଜା
ଦେଖଣା
(Ganesh Chaturthiରୁ ଲେଉଟି ଆସିଛି)
| ଗଣେଶ ପୂଜା | |
|---|---|
ଗଣେଶ ପୂଜା, ମୁମ୍ବାଇ | |
| ପାଳନକାରୀ | ହିନ୍ଦୁ ଧର୍ମାବଲମ୍ବୀ |
| ପ୍ରକାର | ଧାର୍ମିକ, |
| ଆରମ୍ଭ | ଭାଦ୍ରବ ଶୁକ୍ଳ ଚତୁର୍ଥୀ |
| ଶେଷ | ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ |
| ତାରିଖ | ଅଗଷ୍ଟ/ସେପ୍ଟେମ୍ବର |
| ୨୦୨୬ ତାରିଖ | |
| ପୁନଃପୌନିକତା | ବାର୍ଷିକ |
ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ । [୧]
ଶ୍ରୀ ଗଣେଶ ମହାପ୍ରଭୁଙ୍କ ଶ୍ଳୋକ :
ବକ୍ରତୁଣ୍ଡଂ ମହାକାୟ
ସୂର୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେଷୁ ସର୍ବଦା ।।
ଆଧାର
[ସମ୍ପାଦନା]- ↑ Rath, Tapan (2012). "Jatni soaked in Ganesh spirit - The New Indian Express". newindianexpress.com. Retrieved 5 October 2012.
One among the few places across the country where Lord Ganesh is worshipped for 11 days
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଗଣେଶ ପୂଜା
ବାବଦରେ ମାଧ୍ୟମ ରହିଛି ।
- Discovering Ganesh: a multi-media cultural project about Ganesh, The Ganesh Festival, and Ganesh in the Indian Diaspora
- Ganesh Chaturthi on about.com
- Ganesh Virtual Pooja
- Sankashtahara Ganesh Chaturthi
| ଏହି ଧର୍ମ-ସମ୍ବନ୍ଧିତ ଲେଖାଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |