ଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(Chilika Assembly constituencyରୁ ଲେଉଟି ଆସିଛି)
ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୨୮,୨୩ |
ଜିଲ୍ଲା: | ଖୋର୍ଦ୍ଧା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ପୁରୀ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୨ |
ପୌର ପରିଷଦ: | ୦ |
ଚିଲିକା (କ୍ରମିକ ସଂଖ୍ୟା: ୧୧୮) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଣପୁର (ବି), ବାଲୁଗାଁ (ବି), ଚିଲିକା ବ୍ଳକ ଓ ବାଣପୁର ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ସାହୁଙ୍କଠାରୁ ୫୪୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ସାହୁ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନଙ୍କଠାରୁ ୩,୦୬୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଚିଲିକା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରଘୁନାଥ ସାହୁ | ୫୭,୨୧୬ | ୪୫.୫୯ | - | |
ଭାଜପା | ବିଭୁତି ଭୂଷଣ ହରିଚନ୍ଦନ | ୫୪,୧୫୦ | ୪୩.୧୫ | - | |
କଂଗ୍ରେସ | ମାନସ ରଞ୍ଜନ ମଙ୍ଗରାଜ | ୧୧,୨୦୪ | ୮.୯୩ | - | |
ସ୍ୱାଧୀନ | ସୁକାନ୍ତ ଶ୍ରୀଚନ୍ଦନ | ୧,୧୦୨ | ୦.୮୮ | - | |
ସିପିଆଇ(ମାଲେ) ଲିବରେସନ | ମୂରଲୀଧର ବେହେରା | ୯୩୦ | ୦.୭୪ | - | |
ବସପା | ବସନ୍ତ ବେହେରା | ୯୦୨ | ୦.୭୨ | - | |
ଭୋଟ ବ୍ୟବଧାନ | ୩,୦୬୬ | ୨.୪୪* | - | ||
ମତଦାନ ହାର | ୧,୨୫,୫୧୨ | ୬୬.୦୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୭୭ରୁ ୨୦୧୪ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ପୃଥ୍ୱୀରାଜ ହରିଚନ୍ଦନ (ବିଜେପି)
- ୨୦୧୯: (୧୧୬): ପ୍ରଶାନ୍ତ କୁମାର ଜଗଦେବ (ବିଜେଡି)
- ୨୦୧୪: ବିଭୂତି ଭୂଷଣ ହରିଚନ୍ଦନ (ବିଜଦ)
- ୨୦୦୯: (୧୧୮): ରଘୁନାଥ ସାହୁ (ବିଜଦ)
- ୨୦୦୪: (୫୮): ବିଭୂତି ଭୂଷଣ ହରିଚନ୍ଦନ (ଭାଜପା)
- ୨୦୦୦: (୫୮): ବିଭୂତି ଭୂଷଣ ହରିଚନ୍ଦନ (ଭାଜପା)
- ୧୯୯୫: (୫୮): ଦେବେନ୍ଦ୍ର ନାଥ ମାନସିଂହ (କଂଗ୍ରେସ)
- ୧୯୯୦: (୫୮): ବିଶ୍ୱ ଭୂଷଣ ହରିଚନ୍ଦନ (ଜନତା)
- ୧୯୮୫: (୫୮): ଦେବେନ୍ଦ୍ର ନାଥ ମାନସିଂହ (କଂଗ୍ରେସ)
- ୧୯୮୦: (୫୮): ଦେବେନ୍ଦ୍ର ନାଥ ମାନସିଂହ (କଂଗ୍ରେସ-ଇ)
- ୧୯୭୭: (୫୮): ବିଶ୍ୱ ଭୂଷଣ ହରିଚନ୍ଦନ (ଜନତା)
- ୧୯୭୪: (୫୮): ରଘୁନାଥ ରାୟ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Chilika Assembly Election 2009, Orissa". empoweringindia.org. Retrieved 19 June 2013.
Constituency: Chilika (118) District : Khurda
[permanent dead link] - ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
୩୦୬୬
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 58-Chilka Constituency of ORISSA". eci.nic.in. 2006. Retrieved 19 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf