ଚିନ୍ତାମଣି ଦ୍ୟାନ ସାମନ୍ତରା
ଚିନ୍ତାମଣି ଦ୍ୟାନ ସାମନ୍ତରା | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ଉଷା ଦେବୀ |
ପର ଅଧିକାରୀ | ଉଷା ଦେବୀ |
ନିର୍ବାଚନ ମଣ୍ଡଳୀ | ଚିକିଟି |
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ଜଗନ୍ନାଥ ପତି |
ପର ଅଧିକାରୀ | ଉଷା ଦେବୀ |
ନିର୍ବାଚନ ମଣ୍ଡଳୀ | ଚିକିଟି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ଅଗଷ୍ଟ ୧୯୪୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ନିର୍ଦ୍ଦଳୀୟ |
ଜୀବନ ସାଥୀ | ସରୋଜିନୀ ଦ୍ୟାନ ସାମନ୍ତରା |
ବାପା/ବୋଉ | ଚିନ୍ତାମଣି ଦ୍ୟାନ ସାମନ୍ତରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚିନ୍ତାମଣି ଦ୍ୟାନ ସାମନ୍ତରା (ଜନ୍ମ: ୧୩ ଅଗଷ୍ଟ ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଚିନ୍ତାମଣିଙ୍କ ଜନ୍ମ ୧୯୪୦ ମସିହାର ଅଗଷ୍ଟ ୧୩ ତାରିଖରେ ହୋଇଥିଲା । ତାଙ୍କ ବାପାଙ୍କ ନାମ ଚିନ୍ତାମଣି ଦ୍ୟାନ ସାମନ୍ତରା ଓ ପତ୍ନୀଙ୍କ ନାମ ସରୋଜିନୀ ଦ୍ୟାନ ସାମନ୍ତରା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଚିନ୍ତାମଣି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଉପ-ବାଚସ୍ପତି ଭାବରେ ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୧୯୯୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୬ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଚିକିଟି | ନିର୍ଦ୍ଦଳୀୟ |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଚିକିଟି | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଚିକିଟି | ନିର୍ଦ୍ଦଳୀୟ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Chintamani Dyan Samantra". odishaassembly.nic.in. Odisha Assembly. Retrieved 7 February 2021.