ପ୍ରସନ୍ନ କୁମାର ଦାସ

ଉଇକିପିଡ଼ିଆ‌ରୁ
ପ୍ରସନ୍ନ କୁମାର ଦାସ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୪ – ୧୯୬୭
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-09-15)୧୫ ସେପ୍ଟେମ୍ବର ୧୯୨୯
ମୃତ୍ୟୁ୧୩ ସେପ୍ଟେମ୍ବର ୧୯୮୯(1989-09-13) (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅର୍ଣ୍ଣପୂର୍ଣ୍ଣା ଦାସ
ବାପା/ବୋଉପୂର୍ଣ୍ଣ ଚନ୍ଦ୍ର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରସନ୍ନ କୁମାର ଦାସ (୧୫ ସେପ୍ଟେମ୍ବର ୧୯୨୯ - ୧୩ ସେପ୍ଟେମ୍ବର ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୪ ମସିହାରେ ହୋଇଥିବା ଉପ ବିଧାନ ସଭା ଉପ-ନିର୍ବାଚନରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରସନ୍ନ କୁମାର ଦାସ ୧୯୨୯ ମସିହାର ସେପ୍ଟେମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ଦାସ ଓ ପତ୍ନୀଙ୍କ ନାମ ଅର୍ଣ୍ଣପୂର୍ଣ୍ଣା ଦାସ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରସନ୍ନ କୁମାର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ପ୍ରସନ୍ନ କୁମାର ଦାସ ୧୯୮୯ ମସିହାର ସେପ୍ଟେମ୍ବର ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Prasanna Kumar Das". odishaassembly.nic.in. Odisha Assembly. Retrieved 29 October 2022.