ଯୁଧିଷ୍ଠିର ଦାସ

ଉଇକିପିଡ଼ିଆ‌ରୁ
ଯୁଧିଷ୍ଠିର ଦାସ
ଜନ୍ମ(1923-09-25)୨୫ ସେପ୍ଟେମ୍ବର ୧୯୨୩
ମୃତ୍ୟୁ୧୮ ଫେବୃଆରୀ ୨୦୧୪(2014-02-18) (ବୟସ ୯୦)[୧]
ଭୁବନେଶ୍ୱର
ଜାତୀୟତା ଭାରତୀୟ
ପ୍ରସିଦ୍ଧିବିଧାନ ସଭା ବାଚସ୍ପତି
ପିତାମାତାମଧୁସୁଦନ ଦାସ

ଯୁଧିଷ୍ଠିର ଦାସ (୨୫ ସେପ୍ଟେମ୍ବର ୧୯୨୩ - ୧୮ ଫେବୃଆରୀ ୨୦୧୪),[୨] ଦଶମ ବିଧାନ ସଭାର ବାଚସ୍ପତି ରୂପେ ୯ ମାର୍ଚ୍ଚ ୧୯୯୦ରୁ ୨୨ ମାର୍ଚ୍ଚ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥିଲେ । ସେ କଟକ ଜିଲ୍ଲା, କିଶନନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଦଶମ(୧୯୯୦-୧୯୯୫) ଓ ଏକାଦଶ (୧୯୯୫-୨୦୦୦) ବିଧାନ ସଭାରେ ପ୍ରତିନିଧିତ୍ୱ କରିଥିଲେ । [୩]

ଆଧାର[ସମ୍ପାଦନା]

  1. http://www.dailypioneer.com/state-editions/bhubaneswar/ex-speaker-yudhisthir-das-passes-away.html
  2. "ପୁର୍ବତନ ବାଚସ୍ପତି ଯୁଧିଷ୍ଠିର ଦାଶଙ୍କ ପରଲୋକ". ଧରିତ୍ରୀ. ୧୯ ଫେବୃଆରୀ ୨୦୧୪. p. ୩. Retrieved 18 February 2022. {{cite web}}: Check date values in: |date= (help)
  3. "Late Yudhisthir Das". ଓଡ଼ିଶା ବିଧାନ ସଭା. Retrieved 18 February 2022.