ଜାମି ସୁବାରାଓ ପୃଷ୍ଟି

ଉଇକିପିଡ଼ିଆ‌ରୁ
ଜାମି ସୁବାରାଓ ପୃଷ୍ଟି
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀସୋମନାଥ ରଥ
ପର ଅଧିକାରୀସୋମନାଥ ରଥ
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-08-10)୧୦ ଅଗଷ୍ଟ ୧୯୨୮
ମୃତ୍ୟୁ୧୮ ଜାନୁଆରୀ ୨୦୦୪(2004-01-18) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀଶାରଳା ଦେବୀ
ବାପା/ବୋଉଲକ୍ଷ୍ମୀନାରାୟଣ ପୃଷ୍ଟି (ବାପା)
ବୃତ୍ତିରାଜନୀତିଜ୍ଞ

ଜାମି ସୁବାରାଓ ପୃଷ୍ଟି (୧୦ ଅଗଷ୍ଟ ୧୯୨୮ - ୧୮ ଜାନୁଆରୀ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁବାରାଓ ୧୯୨୮ ମସିହାର ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀନାରାୟଣ ପୃଷ୍ଟି ଓ ପତ୍ନୀଙ୍କ ନାମ ଶାରଳା ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସୁବାରାଓ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସୁବାରାଓ ୨୦୦୪ ମସିହାର ଜାନୁଆରୀ ୧୮ ତାରିଖରେ ୭୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri J.Subharao Prusty". odishaassembly.nic.in. Odisha Assembly. Retrieved 2 February 2021.