"ସବ୍ୟସାଚୀ ମିଶ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବ/ୱ ଫଳା ବଦଳ |
Edited wrong information ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୧୪ କ ଧାଡ଼ି: | ୧୪ କ ଧାଡ଼ି: | ||
| height = {{convert|5|ft|11|in|m}} |
| height = {{convert|5|ft|11|in|m}} |
||
|parents = ସୁରେନ୍ଦ୍ର ପ୍ରସାଦ ମିଶ୍ର<br>ସୁଷମା ମିଶ୍ର |
|parents = ସୁରେନ୍ଦ୍ର ପ୍ରସାଦ ମିଶ୍ର<br>ସୁଷମା ମିଶ୍ର |
||
| spouse = ସୀମା |
|||
| relatives = ସୌମ୍ୟକାନ୍ତ ମିଶ୍ର(ଭାଇ) |
| relatives = ସୌମ୍ୟକାନ୍ତ ମିଶ୍ର(ଭାଇ) |
||
| education = ଯନ୍ତ୍ରଶାସ୍ତ୍ର ସ୍ନାତକ |
| education = ଯନ୍ତ୍ରଶାସ୍ତ୍ର ସ୍ନାତକ |
||
୨୪ କ ଧାଡ଼ି: | ୨୩ କ ଧାଡ଼ି: | ||
'''ସବ୍ୟସାଚୀ ମିଶ୍ର''' ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।<ref>https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms</ref> ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।<ref>http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html</ref> |

== ପ୍ରାରମ୍ଭିକ ଜୀବନ == |
== ପ୍ରାରମ୍ଭିକ ଜୀବନ == |
||
'''ସବ୍ୟସାଚୀ''' [[ଓଡ଼ିଶା]]ର [[ଭୁବନେଶ୍ୱର]]ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । |
'''ସବ୍ୟସାଚୀ''' [[ଓଡ଼ିଶା]]ର [[ଭୁବନେଶ୍ୱର]]ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । |
୧୩:୨୦, ୨୫ ଅଗଷ୍ଟ ୨୦୧୯ ଅନୁସାରେ କରାଯାଇଥିବା ବଦଳ
ସବ୍ୟସାଚୀ ମିଶ୍ର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ଯନ୍ତ୍ରଶାସ୍ତ୍ର ସ୍ନାତକ |
ଶିକ୍ଷାନୁଷ୍ଠାନ | ସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱର[୧] |
ବୃତ୍ତି | ଓଡ଼ିଆ କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା |
ଉଚ୍ଚତା | 5 ft 11 in (1.80 m) |
ପିତାମାତା(s) | ସୁରେନ୍ଦ୍ର ପ୍ରସାଦ ମିଶ୍ର ସୁଷମା ମିଶ୍ର |
ସମ୍ପର୍କୀୟ | ସୌମ୍ୟକାନ୍ତ ମିଶ୍ର(ଭାଇ) |
ସବ୍ୟସାଚୀ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୨] ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।[୩]
ପ୍ରାରମ୍ଭିକ ଜୀବନ
ସବ୍ୟସାଚୀ ଓଡ଼ିଶାର ଭୁବନେଶ୍ୱରଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।
ସିନେମା ଜୀବନ
୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[୪] ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ କଥାଚିତ୍ର, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ।[୫] ଏଥିସହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୬]
ଅଭିନୀତ ଓଡ଼ିଆ କଥାଚିତ୍ର
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଛାତିରେ ଲେଖିଛି ତୋରି ନାଁ | ୨୦୧୧ | ସଞ୍ଜୟ ନାୟକ |
ଡ୍ରିମ୍ ଗାର୍ଲ | ୨୦୦୯ | ଅଶୋକ ପତି |
ମୁଁ ସପନର ସୌଦାଗର | ୨୦୦୮ | ସଞ୍ଜୟ ନାୟକ |
ପାଗଳ ପ୍ରେମୀ | ୨୦୦୭ | ହର ପଟ୍ଟନାୟକ |
ପିଲାଟା ବିଗିଡିଗଲା | ୨୦୧୫ | ବସନ୍ତ ସାହୁ |
ପୁରସ୍କାର
ଆଧାର
- ↑ https://www.telegraphindia.com/1100804/jsp/orissa/story_12766558.jsp
- ↑ https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms
- ↑ http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html
- ↑ Sampad, Shilpi (2012). "Hara conquers cancer, directs life". telegraphindia.com. Retrieved 21 January 2013.
Actor Sabyasachi, who was inducted into the Odia moviedom by Patnaik in Pagala Premi in 2007
- ↑ "ମୋ ଅନୁଭୂତି". No. ମେଟ୍ରୋ ମିଜାଜ ୦୯/୦୮/୨୦୧୮ପୃଷ୍ଠା ୮. Retrieved 9 August 2018.
- ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 October 2018. Retrieved 23 October 2018.
{{cite news}}
: CS1 maint: unrecognized language (link)
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ସବ୍ୟସାଚୀ ମିଶ୍ର