Jump to content

ସବ୍ୟସାଚୀ ମିଶ୍ର

ଉଇକିପିଡ଼ିଆ‌ରୁ
(Sabyasachi Mishraରୁ ଲେଉଟି ଆସିଛି)
ସବ୍ୟସାଚୀ ମିଶ୍ର
ଜନ୍ମ (1985-10-06) ୬ ଅକ୍ଟୋବର ୧୯୮୫ (ବୟସ ୩୯)
ବୁର୍ଲା, ସମ୍ବଲପୁର
ଜାତୀୟତା ଭାରତୀୟ
ଶିକ୍ଷାଯନ୍ତ୍ରଶାସ୍ତ୍ର ସ୍ନାତକ
ଶିକ୍ଷାନୁଷ୍ଠାନସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱର[]
ବୃତ୍ତିଓଡ଼ିଆ କଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ୨୦୦୭-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା
ବୈବାହିକ-ସାଥୀଅର୍ଚ୍ଚିତା ସାହୁ (୧ ମାର୍ଚ୍ଚ ୨୦୨୧- ଏପର୍ଯ୍ୟନ୍ତ)
ପିତାମାତାସୁରେନ୍ଦ୍ର ପ୍ରସାଦ ମିଶ୍ର
ସୁଷମା ମିଶ୍ର
ସମ୍ପର୍କୀୟସୌମ୍ୟକାନ୍ତ ମିଶ୍ର(ଭାଇ)

ସବ୍ୟସାଚୀ ମିଶ୍ର (ଜନ୍ମ: ୬ ଅକ୍ଟୋବର ୧୯୮୫)ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[] ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

'ସବ୍ୟସାଚୀ' ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ୧୯୮୫ ମସିହା ଅକ୍ଟୋବର ୦୬ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[] ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବିବାହ କରିଥିଲେ ।[]

ସିନେମା ଜୀବନ

[ସମ୍ପାଦନା]

୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[] ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ କଥାଚିତ୍ର, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ।[] ଏଥିସ‌ହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଛାତିରେ ଲେଖିଛି ତୋରି ନାଁ ୨୦୧୧ ସଞ୍ଜୟ ନାୟକ
ଡ୍ରିମ୍ ଗାର୍ଲ ୨୦୦୯ ଅଶୋକ ପତି
ମୁଁ ସପନର ସୌଦାଗର ୨୦୦୮ ସଞ୍ଜୟ ନାୟକ
ପାଗଳ ପ୍ରେମୀ ୨୦୦୭ ହର ପଟ୍ଟନାୟକ
ପିଲାଟା ବିଗିଡିଗଲା ୨୦୧୫ ବସନ୍ତ ସାହୁ

ପୁରସ୍କାର

[ସମ୍ପାଦନା]
  1. https://www.telegraphindia.com/1100804/jsp/orissa/story_12766558.jsp
  2. https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms
  3. http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html
  4. "ଭୁଲ୍ ବୁଝାମଣାକୁ ବହୁତ ଡରେ". ଧରିତ୍ରୀ. ୮ ସେପ୍ଟେମ୍ବର ୨୦୨୧. p. ୫. Retrieved 13 September 2021. {{cite web}}: Check date values in: |date= (help)
  5. "Ollywood couple Archita Sahu and Sabyasachi Mishra get hitched in Jaipur". ଟାଇମ୍ସ ଅଫ ଇଣ୍ଡିଆ. Retrieved 13 September 2021.
  6. Sampad, Shilpi (2012). "Hara conquers cancer, directs life". telegraphindia.com. Retrieved 21 January 2013. Actor Sabyasachi, who was inducted into the Odia moviedom by Patnaik in Pagala Premi in 2007
  7. "ମୋ ଅନୁଭୂତି". No. ମେଟ୍ରୋ ମିଜାଜ ୦୯/୦୮/୨୦୧୮ପୃଷ୍ଠା ୮. Archived from the original on 18 October 2020. Retrieved 9 August 2018.
  8. "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.{{cite news}}: CS1 maint: unrecognized language (link)
  9. "Person Of The Year 2020: Sabyasachi Mishra". ଆଉଟଲୁକ. ୨୯ ଡିସେମ୍ବର ୨୦୨୦. Retrieved 13 September 2021. {{cite web}}: Check date values in: |date= (help)

ଅଧିକ ତଥ୍ୟ

[ସମ୍ପାଦନା]