ଯଦୁମଣି ମଙ୍ଗରାଜ

ଉଇକିପିଡ଼ିଆ‌ରୁ
ଯଦୁମଣି ମଙ୍ଗରାଜ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୩୭ – ୧୯୪୬
ପୂର୍ବ ଅଧିକାରୀରବି ଦାଶ
ପର ଅଧିକାରୀଗୁରୁଚରଣ ଟିକାୟତ
ନିର୍ବାଚନ ମଣ୍ଡଳୀବଡ଼ଚଣା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀନବକୃଷ୍ଣ ଚୌଧୁରୀ
ପର ଅଧିକାରୀଧନଞ୍ଜୟ ଲେଙ୍କା
ନିର୍ବାଚନ ମଣ୍ଡଳୀକେନ୍ଦ୍ରୀୟ କେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁଫେବୃଆରୀ ୪, ୧୯୬୪(୧୯୬୪-୦୨-୦୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉଭିକାରୀ ଚରଣ ମଙ୍ଗରାଜ (ବାପା)
ବୃତ୍ତିରାଜନୀତିଜ୍ଞ

ଯଦୁମଣି ମଙ୍ଗରାଜ (ମୃତ୍ୟୁ: ୨ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଯଦୁମଣି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ବାଚସ୍ପତି ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧ମ ଓଡ଼ିଶା ବିଧାନ ସଭାକୁ ସେ କେନ୍ଦ୍ରୀୟ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଭାରତ ସ୍ୱାଧୀନ ହେବାପରେ ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର ଓ ଶିକ୍ଷା[ସମ୍ପାଦନା]

ଯଦୁମଣି ମଙ୍ଗରାଜଙ୍କ ବାପାଙ୍କ ନାମ ଭିକାରୀ ଚରଣ ମଙ୍ଗରାଜ ।[୧] ଯଦୁମଣିଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ଥିଲା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଯଦୁମଣି ମଙ୍ଗରାଜ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧] ଏତଦ୍ ବ୍ୟତୀତ ସେ ଓଡ଼ିଶା ବିଧାନ ସଭାରେ ଜଣେ ବାତସ୍ପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।


ମୃତ୍ୟୁ[ସମ୍ପାଦନା]

ଯଦୁମଣି ୧୯୬୪ ମସିହାର ଅପ୍ରେଲ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Jadumani Mangaraj". odishaassembly.nic.in. Odisha Assembly. Retrieved 8 December 2019.