ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୫,୧୨୧
ଜିଲ୍ଲା: ଯାଜପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଯାଜପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ୩୭
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ବଡ଼ଚଣା (କ୍ରମିକ ସଂଖ୍ୟା: ୫୦) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବଡ଼ଚଣା ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜନ୍ମେଜୟ ଲେଙ୍କାଙ୍କଠାରୁ ୧୬୯୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ରଙ୍କଠାରୁ ୧୦,୬୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ଚଣା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ରାକପା ଅମର ପ୍ରସାଦ ଶତପଥୀ ୪୩,୪୭୩ ୪୦.୩୮ -
କଂଗ୍ରେସ ସୀତାକାନ୍ତ ମହାପାତ୍ର ୩୨,୮୨୪ ୩୦.୪୯ -
ସ୍ୱାଧୀନ ଜନ୍ମେଜୟ ଲେଙ୍କା ୨୫,୪୦୯ ୨୩.୬୦ -
ଭାଜପା ପବିତ୍ର ମୋହନ ସାମନ୍ତରାୟ ୨,୬୩୩ ୨.୪୫ -
ସମୃଦ୍ଧ ଓଡ଼ିଶା ମନ୍ଦାକିନି ଜେନା ୧,୫୧୭ ୧.୪୧ -
ଲୋକ ଜନଶକ୍ତି ପାର୍ଟି ବଳରାମ ନାୟକ ୭୯୧ ୦.୭୩ -
ସ୍ୱାଧୀନ ନବ କିଶୋର ଦଳାଇ ୪୮୨ ୦.୪୫ -
ଜନତା ଦଳ (ସଂ) ଲଳିତ ମୋହନ ନନ୍ଦ ୩୦୯ ୦.୨୯' -
କଳିଙ୍ଗ ସେନା ଯତିନ୍ଦ୍ର କୁମାର ସାହୁ ୨୨୯ ୦.୨୧ -
ଭୋଟ ବ୍ୟବଧାନ ୧୦,୬୪୯ ୯.୮୯* -
ମତଦାନ ହାର ୧,୦୭,୭୦୮ ୬୬.୮୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Bari Assembly Election 2009, Orissa". empoweringindia.org. Retrieved 7 June 2013. Constituency: Barachana (50) District : Jajpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 10649
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 27-Barchana Constituency of ORISSA". eci.nic.in. 2006. Retrieved 7 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]