ନୀଳମାଧବ (ଓଡ଼ିଆ କଥାଚିତ୍ର)
ଦେଖଣା
| ନୀଳମାଧବ | |
|---|---|
| ନିର୍ଦ୍ଦେଶକ | ଜଗନ୍ନାଥ ପ୍ରସାଦ ଭଗତ |
| ପ୍ରଯୋଜକ | ଜଗନ୍ନାଥ ପ୍ରସାଦ ଭଗତ |
| ସଂଳାପ | ଜଗନ୍ନାଥ ପ୍ରସାଦ ଭଗତ |
| କଳାକାର | ରାମଚନ୍ଦ୍ର ପ୍ରତିହାରୀ, ମମତା |
| ସଙ୍ଗୀତ | ନିର୍ମଳ କୁମାର ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୪ ସେପ୍ଟେମ୍ବର ୧୯୭୯[୧] |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ନୀଳମାଧବ ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା 'ଜଗନ୍ନାଥ ପ୍ରସାଦ ଭଗତ'ଙ୍କ ନିର୍ଦ୍ଦେଶନାରେ ଶ୍ରୀପତି ଫିଲ୍ମସ ବ୍ୟାନରରେ ନିର୍ମିତ ହେଇଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ନୀଳମାଧବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ରାମଚନ୍ଦ୍ର ପ୍ରତିହାରୀ[୨]
- କେଦାର ଗୁରୁ
- ମମତା ରାୟ ଚୌଧୁରୀ
- ରଘୁ ମିଶ୍ର
ଆଧାର
[ସମ୍ପାଦନା]- ↑ "ନୀଳମାଧବ". ନିତିଦିନ 'ନଜର୍'. Archived from the original on 2019-03-28. Retrieved 11 April 2017.
- ↑ ନନ୍ଦ, ପ୍ରଶାନ୍ତ. "ହୃଦୟର ଏଇ ଶୂନ୍ୟତା". ନଜର୍ (ନିତିଦିନ). Archived from the original on 2020-10-18. Retrieved 18 September 2016.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନୀଳମାଧବ