ଦୂର ଦିଗନ୍ତ
Appearance
ଦୂର ଦିଗନ୍ତ | |
---|---|
ନିର୍ଦ୍ଦେଶକ | ଶାନ୍ତନୁ ମିଶ୍ର |
କଳାକାର | ଅଶ୍ରୁମୋଚନ ମହାନ୍ତି ପୃଥ୍ୱୀରାଜ ମିଶ୍ର ବୀଣା ସିଂହ ଜୟା ବି. |
ସମ୍ପାଦକ | ଗଦାଧର ପୂର୍ତ୍ତି |
ମୁକ୍ତିଲାଭ ତାରିଖ | ୨୩ ମଇ ୧୯୯୧[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦୂର ଦିଗନ୍ତ, ୧୯୯୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମିଶ୍ର ।[୨] ଏହି ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକ ଶାନ୍ତନୁ ମିଶ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୩]
ଅଶ୍ରୁମୋଚନ ମହାନ୍ତି, ପୃଥ୍ୱୀରାଜ ମିଶ୍ର, ବୀଣା ସିଂହ, ଜୟା ବି. ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଅଶ୍ରୁମୋଚନ ମହାନ୍ତି[୪]
- ପୃଥ୍ୱୀରାଜ ମିଶ୍ର
- ବୀଣା ସିଂହ
- ଜୟା ବି.
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଦୂର ଦିଗନ୍ତ". CINE Critics. Retrieved 9 July 2018.[permanent dead link]
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 70–. ISBN 978-1-136-77284-9.
- ↑ http://odishatv.in/odisha/odia-film-director-shantanu-mishra-no-more-33425[permanent dead link]
- ↑ Orissa reference: glimpses of Orissa. TechnoCAD Systems. 2001.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୂର ଦିଗନ୍ତ