ଗଜଲକ୍ଷ୍ମୀ ରାଜବାରି

ଉଇକିପିଡ଼ିଆ‌ରୁ
ଢେଙ୍କାନାଳ ରାଜବାଟୀ
Native name ଗଜଲକ୍ଷ୍ମୀ ରାଜବାରି
Gaj Laxmi palace (Dhenkanal palace) Dhenkanal, Odisha.JPG
ଗଜଲକ୍ଷ୍ମୀ ରାଜବାରି
ଅବସ୍ଥାନଢେଙ୍କାନାଳ, ଓଡ଼ିଶା

ଗଜଲକ୍ଷ୍ମୀ ରାଜବାରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସହରରେ ଥିବା ଏକ ପୁରାତନ ରାଜବାଟୀ ।[୧] ଏହା ଢେଙ୍କାନାଳର ସିଂହଦେଓ ରାଜପରିବାରଦ୍ୱାରା ନିର୍ମିତ । ଏହି ପ୍ରାସାଦଟିର ମରାମତି କରାଯାଇ ଏହାକୁ ଏକ ପର୍ଯ୍ୟଟନ ସୌଧ ଭାବେ ବ୍ୟବହାର କରାଯାଉଛି । ଏଠାରେ ଜଣାଶୁଣା ବଙ୍ଗଳା କଥାଚିତ୍ର ରୟାଲ ବେଙ୍ଗଲ ରହସ୍ୟର ସୁଟିଂ ହୋଇଥିଲା ।[୨] [୩] [୪]

ଅବସ୍ଥିତି[ସମ୍ପାଦନା]

ଏହା ଢେଙ୍କାନାଳ ସହରଠୁ ୨ କିମି ଦୂରରେ ପାଣିଓହଳା ପାହାଡ଼ ଉପରେ ଅବସ୍ଥିତ ।

ଗଜଲକ୍ଷ୍ମୀ ରାଜଉଆସର ଭିତରପାଖ

ଆଧାର[ସମ୍ପାଦନା]

  1. Mishra, Nityananda. "Fresh Light on the Tourism Development of Dhenkanal District" (PDF). OrissaReview. Retrieved 4 December 2013.
  2. Chakrabarty, Sabyasachi. "Pheluda's jungle diary". ଟାଇମ୍ସ ଅଫ ଇଣ୍ଡିଆ. Retrieved 4 December 2013.
  3. Kushali, Nag. "Royal thrills". ଟେଲିଗ୍ରାଫ. Retrieved 4 December 2013.
  4. "Royal Bengal Rahasya's team shooting at Dhenkanal Rajbari". Tollyrise.com. Retrieved 4 December 2013.

ବାହାର ତଥ୍ୟ[ସମ୍ପାଦନା]