ସାବରମତୀ ଆଶ୍ରମ
ସାବରମତୀ ଆଶ୍ରମ | |
---|---|
![]() ସାବରମତୀ ଆଶ୍ରମ, ଅହମଦାବାଦ | |
Religion | |
ଅନୁବନ୍ଧଗୁଡ଼ିକ | Hinduism |
Location | |
ସ୍ଥାନ | ସାବରମତୀ, ଅହମଦାବାଦ |
State | ଗୁଜରାତ |
Country | ଭାରତ |
Architecture | |
Architect(s) | Charles Correa |
ସାବରମତୀ ଆଶ୍ରମ, ଭାରତର ପଶ୍ଚିମଭାଗରେ ଅବସ୍ଥିତ ଗୁଜରାଟରାଜ୍ୟର ଅହମଦାବାଦ ଜିଲ୍ଲାର ସାବରମତୀ ନଦୀ କୂଳରେ ଅବସ୍ଥିତ ଏକ ଐତିହାସିକ ଆଶ୍ରମ । ସତ୍ୟାଗ୍ରହ ଆଶ୍ରମ ନାମରେ ପ୍ରସିଦ୍ଧ ଏହି ଆଶ୍ରମର ସ୍ଥାପନା ୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଅହମଦାବାଦର ପାଲଡିସ୍ଥିତ କୋଚରବ ଆଶ୍ରମଠାରେ ସ୍ଥାପିତ ହୋଇଥିଲା। ୧୯୫୭ ମସିହାରେ ବର୍ତ୍ତମାନସ୍ଥିତ ସାବରମତୀ ନଦୀ କୂଳକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଇତିହାସ[ସମ୍ପାଦନା]
ରାଷ୍ଟୀୟ ସ୍ମାରକ[ସମ୍ପାଦନା]
ନିବାସ ସ୍ଥାନ[ସମ୍ପାଦନା]
ହୃଦୟ କୁଞ୍ଜ[ସମ୍ପାଦନା]
ପ୍ରାର୍ଥନା ଭୂମି[ସମ୍ପାଦନା]
ଅତିଥି ଗୃହ[ସମ୍ପାଦନା]
ଗ୍ୟାଲେରି[ସମ୍ପାଦନା]
-
Sabarmati Ashram in 1948
-
Bust of Mahatma Gandhi at the ashram
-
Back view of Mahatma Gandhi's house
-
Gandhi Sangrahlay - Inside Corridors
-
Gandhi Sangrahlay - Outside
-
Front view of Mahatma Gandhi's House
-
Warli Art at Sabarmati Ashram
-
Warli Art at Sabarmati Ashram
-
God is Truth, Circa 1927
-
Beautiful view from the door of Gandhi's house
ଆଧାର[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]
- History of Satyagraha Ashram in Gujarati language - સત્યાગ્રહાશ્રમનો ઈતિહાસ By Mahatma Gandhi
ଉଇକିମିଡ଼ିଆ କମନ୍ସରେ Sabarmati Ashram-ସମ୍ପର୍କିତ ମିଡ଼ିଆ