ସାବରମତୀ ଆଶ୍ରମ

ଉଇକିପିଡ଼ିଆ ରୁ
Jump to navigation Jump to search
ସାବରମତୀ ଆଶ୍ରମ
ସାବରମତୀ ଆଶ୍ରମ, ଅହମଦାବାଦ
ସାବରମତୀ ଆଶ୍ରମ, ଅହମଦାବାଦ
ସାବରମତୀ ଆଶ୍ରମ is located in Gujarat
ସାବରମତୀ ଆଶ୍ରମ
ସାବରମତୀ ଆଶ୍ରମ
ଗୁଜରାଟରେ ଅବସ୍ଥିତ
ନାମ
ମୂଳ ନାମ ସାବରମତୀ ଆଶ୍ରମ
ଭୌଗୋଳିକ ଅବସ୍ଥିତି
ଦିଗବାରେଣି 23°03′36″N 72°34′51″E / 23.06000°N 72.58083°E / 23.06000; 72.58083
ଦେଶ ଭାରତ
ରାଜ୍ୟ ଗୁଜରାତ
ଅବସ୍ଥିତି ସାବରମତୀ, ଅହମଦାବାଦ
ବିନ୍ଧାଣି Charles Correa
ଇତିହାସ ଓ ପାଳନ
ନିର୍ମାଣ କାଳ ୧୭ ଜୁନ ୧୯୧୭

ସାବରମତୀ ଆଶ୍ରମ, ଭାରତର ପଶ୍ଚିମଭାଗରେ ଅବସ୍ଥିତ ଗୁଜରାଟରାଜ୍ୟର ଅହମଦାବାଦ ଜିଲ୍ଲାର ସାବରମତୀ ନଦୀ କୂଳରେ ଅବସ୍ଥିତ ଏକ ଐତିହାସିକ ଆଶ୍ରମ । ସତ୍ୟାଗ୍ରହ ଆଶ୍ରମ ନାମରେ ପ୍ରସିଦ୍ଧ ଏହି ଆଶ୍ରମର ସ୍ଥାପନା ୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଅହମଦାବାଦର ପାଲଡିସ୍ଥିତ କୋଚରବ ଆଶ୍ରମଠାରେ ସ୍ଥାପିତ ହୋଇଥିଲା। ୧୯୫୭ ମସିହାରେ ବର୍ତ୍ତମାନସ୍ଥିତ ସାବରମତୀ ନଦୀ କୂଳକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଇତିହାସ[ସମ୍ପାଦନା]

ରାଷ୍ଟୀୟ ସ୍ମାରକ[ସମ୍ପାଦନା]

ନିବାସ ସ୍ଥାନ[ସମ୍ପାଦନା]

ହୃଦୟ କୁଞ୍ଜ[ସମ୍ପାଦନା]

ପ୍ରାର୍ଥନା ଭୂମି[ସମ୍ପାଦନା]

ଅତିଥି ଗୃହ[ସମ୍ପାଦନା]

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]