ଗଣେଶ ପୂଜା

ଉଇକିପିଡ଼ିଆ‌ରୁ
(ଗଣେଶ ଚତୁର୍ଥୀରୁ ଲେଉଟି ଆସିଛି)
ଗଣେଶ ପୂଜା
ଗଣେଶ ପୂଜା, ମୁମ୍ବାଇ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ,
ଆରମ୍ଭଭାଦ୍ରବ ଶୁକ୍ଳ ଚତୁର୍ଥୀ
ଶେଷଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ
ତାରିଖଅଗଷ୍ଟ/ସେପ୍ଟେମ୍ବର
୨୦୨୩ ତାରିଖ୧୯ ସେପ୍ଟେମ୍ବର (ମଙ୍ଗଳବାର)
୨୦୨୪ ତାରିଖ୭ ସେପ୍ଟେମ୍ବର (ଶନିବାର)
ପୁନଃପୌନିକତାବାର୍ଷିକ

ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ । [୧]

ଶ୍ରୀ ଗଣେଶ ମହାପ୍ରଭୁଙ୍କ ଶ୍ଳୋକ :

ବକ୍ରତୁଣ୍ଡଂ ମହାକାୟ
ସୂର୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେଷୁ ସର୍ବଦା ।।

ଆଧାର[ସମ୍ପାଦନା]

  1. Rath, Tapan (2012). "Jatni soaked in Ganesh spirit - The New Indian Express". newindianexpress.com. Retrieved 5 October 2012. One among the few places across the country where Lord Ganesh is worshipped for 11 days

ଅଧିକ ତଥ୍ୟ[ସମ୍ପାଦନା]