ଗଣେଶ ପୂଜା

ଉଇକିପିଡ଼ିଆ ରୁ
(ଗଣେଶପୂଜା ରୁ ଲେଉଟି ଆସିଛି)
Jump to navigation Jump to search
ଗଣେଶ ପୂଜା
Ganesh Festival.jpg
ଗଣେଶ ପୂଜା, ମୁମ୍ବାଇ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ,
ଆରମ୍ଭଭାଦ୍ରବ ଶୁକ୍ଳ ଚତୁର୍ଥୀ
ଶେଷଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ
ତାରିଖଅଗଷ୍ଟ/ସେପ୍ଟେମ୍ବର
୨୦୧୯ ତାରିଖ୨ ସେପ୍ଟେମ୍ବର (ସୋମବାର)
୨୦୨୦ ତାରିଖ୨୨ ଅଗଷ୍ଟ (ଶନିବାର)
ପୌନଃପୁନିକତାବାର୍ଷିକ

ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ । [୧]

ଶ୍ରୀ ଗଣେଶ ମହାପ୍ରଭୁଙ୍କ ଶ୍ଳୋକ :

ବକ୍ର ତୁଣ୍ଡ ମହା କାୟ
ସୂର୍ୟ କୋଟି ସମ ପ୍ରଭ
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେସୁ ସର୍ବଦା

ଆଧାର[ସମ୍ପାଦନା]

  1. Rath, Tapan (2012). "Jatni soaked in Ganesh spirit - The New Indian Express". newindianexpress.com. Retrieved 5 October 2012. One among the few places across the country where Lord Ganesh is worshipped for 11 days

ଅଧିକ ତଥ୍ୟ[ସମ୍ପାଦନା]