କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର

ଉଇକିପିଡ଼ିଆ‌ରୁ
କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର

କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର[ସମ୍ପାଦନା]

ଏହା ୨୨ ଅପ୍ରେଲ ୧୯୪୬ ମସିହାରେ କଟକ ଜିଲ୍ଲାର ବିଦ୍ୟାଧରପୁରଠାରେ ସ୍ଥାପନ କରାଯାଇଥିଲା[୧]। ଏହି କେନ୍ଦ୍ରଟି ଭୁବନେଶ୍ୱରଠାରୁ ପ୍ରାୟ ୩୫ କିଲୋମିଟର ଓ କଟକ ରେଳ ଷ୍ଚେସନଠାରୁ ପ୍ରାୟ ୭ କିଲୋମିଟର ଦୁରତାରେ ଅବସ୍ଥିତ । ଏହି ଗବେଷଣା ମୂଳକ ଖେତଟିର ଆକାର ୧୧୭ ହେକ୍ଟର । ଏହାର ଜମିକୁ ୧୫ ଭାଗରେ ବିଭକ୍ତ କରାଯାଇ ବିଭିନ୍ନ ପ୍ରକାରର ଧାନ ଉପରେ ଗବେଷଣା କରାଯାଇଥାଏ । ସେହି ୧୫ଟି ଭାଗରୁ ଗୋଟିଏ ଭାଗରେ ବର୍ଷା ଜଳକୁ ସଞ୍ଚୟ କରି ମାଛ ଚାଷ ମଧ୍ୟ କରାଯାଇଥାଏ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://crri.nic.in/ Archived 2015-04-01 at the Wayback Machine. କେନ୍ଦ୍ରିୟ ଧାନ ଗବେଷଣା କେନ୍ଦ୍ରର ନିଜସ୍ୱ ପୃଷ୍ଠା