କଥା ନୁହେଁ ଏ କଥା

ଉଇକିପିଡ଼ିଆ‌ରୁ
କଥା ନୁହେଁ ଏ କଥା
ନିର୍ଦ୍ଦେଶକନରୋତ୍ତମ ପରିଡ଼ା
ପ୍ରଯୋଜକଏଲିନ୍ ସୋମୀନ୍
ଚିତ୍ରନାଟ୍ୟନରୋତ୍ତମ ପରିଡ଼ା
କାହାଣୀସନ୍ତୋଷ ନାୟକ
କଳାକାରସନ୍ତୋଷ, ସୋନାଲୀ ରାୟ, ବିଜୟ ପଟ୍ଟନାୟକ, ବ୍ରଜ ନାୟକ
ସଙ୍ଗୀତପିଣ୍ଟୁ ମିଶ୍ର
ମୁକ୍ତିଲାଭ ତାରିଖ
୧୮ ଅଗଷ୍ଟ ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

କଥା ନୁହେଁ ଏ କଥା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩][୪] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଏଲିନ୍ ସୋମୀନ୍ ଏବଂ ନିର୍ଦ୍ଦେଶନା ଦେଇଥିଲେ ନରୋତ୍ତମ ପରିଡ଼ା । ପ୍ରଥମେ ଏହି ଚଳଚ୍ଚିତ୍ରଟିର ଶୀର୍ଷକ 'କଥା ତ ଏତିକି' ରଖାଯାଇଥିଲା, ମାତ୍ର ପରେ ଏହାକୁ ପରିବର୍ତ୍ତନ କରାଯାଇ 'କଥା ନୁହେଁ ଏ କଥା' ରଖାଯାଇଥିଲା ।[୧] ପିଣ୍ଟୁ ମିଶ୍ର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସନ୍ତୋଷ ଏବଂ ନବାଗତା ନାୟିକା ସୋନାଲୀ ରାୟ ।[୧] ବିଜୟ ପଟ୍ଟନାୟକ, ବ୍ରଜ ନାୟକ ଆଦି କଳାକାରମାନେ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ସନ୍ତୋଷ
  • ସୋନାଲୀ ରାୟ
  • ବିଜୟ ପଟ୍ଟନାୟକ
  • ବ୍ରଜ ନାୟକ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ପିଣ୍ଟୁ ମିଶ୍ର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଯେବେ ତୁମ ଆଖି" 
2."କଥା ନୁହେଁ ଏ କଥା" 
3."କଥା ତ ଏତିକି" 
4."ମୋ ପାଦର ପାଉଁଜୀ କ‌ହେ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଆଜି ଶୁଭମୁକ୍ତି 'କଥା ନୁହେଁ ଏ କଥା'". ସମ୍ବାଦ. 18 August 2017. Archived from the original on 19 August 2017. Retrieved 18 August 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.

ବାହାର ଆଧାର[ସମ୍ପାଦନା]