ଆମାଜନ୍ ଆଡ୍ଭେଞ୍ଚର୍
Appearance
ଆମାଜନ୍ ଆଡ୍ଭେଞ୍ଚର୍ | |
---|---|
ନିର୍ଦ୍ଦେଶକ | କମଳେଶ୍ୱର ମୁଖାର୍ଜୀ |
ପ୍ରଯୋଜକ | ମହେନ୍ଦ୍ର ସୋନୀ ଶ୍ରୀକାନ୍ତ ମହତ |
କାହାଣୀ | କମଳେଶ୍ୱର ମୁଖାର୍ଜୀ |
ମୂଳ ଆଧାର | ବିଭୂତିଭୂଷଣ ବନ୍ଦୋପାଧ୍ୟାୟଙ୍କର ରଚନା |
କଳାକାର | ଦେବ୍ ଲବୋନି ସରକାର ଡେଭିଡ୍ ଜେମ୍ସ୍ ଗୁଲୋକଭ୍ |
ସଙ୍ଗୀତ | ଦେବଜ୍ୟୋତି ମିଶ୍ର |
ଚିତ୍ରଗ୍ରହଣ | ସୌମିକ୍ ହଳଧର |
ସମ୍ପାଦକ | ରବି ରଞ୍ଜନ ମୈତ୍ର |
ମୁକ୍ତିଲାଭ ତାରିଖ | ୨୨ ଡିସେମ୍ବର ୨୦୧୭ (ବଙ୍ଗଳା) ୫ ଜାନୁଆରୀ ୨୦୧୮ (ଓଡ଼ିଆ)[୧] |
କଥାଚିତ୍ରର ସମୟ | ୧୪୦ ମିନିଟ |
ଦେଶ | ଭାରତ |
ଭାଷା | ବଙ୍ଗଳା |
ଖର୍ଚ୍ଚ | 20 crore[୨] |
ମୋଟ ଆୟ | 48.63 crore[୩] |
ଆମାଜନ୍ ଆଡ୍ଭେଞ୍ଚର୍, ୨୦୧୮ରେ ଓଡ଼ିଆ ଭାଷାରେ ଡବିଂ କରାଯାଇ ମୁକ୍ତିଲାଭ କରିଥିବା ବଙ୍ଗଳା କଥାଚିତ୍ର ।[୧] ଏହି କଥାଚିତ୍ରଟିର ପୃଷ୍ଠଭୂମି ବିଭୁତିଭୂଷଣ ବନ୍ଦୋପାଧ୍ୟାୟଙ୍କଦ୍ୱାରା ସୃଷ୍ଟ ଚରିତ୍ରଗୁଡ଼ିକ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ମହେନ୍ଦ୍ର ସୋନୀ ଏବଂ ଶ୍ରୀକାନ୍ତ ମହତ । କମଳେଶ୍ୱର ମୁଖାର୍ଜୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]
ଦେବ୍, ଲବୋନି ସରକାର, ଡେଭିଡ୍ ଜେମ୍ସ୍, ଗୁଲୋକଭ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଦେବ୍
- ଲବୋନି ସରକାର
- ଡେଭିଡ୍ ଜେମ୍ସ୍
- ଗୁଲୋକଭ୍
- ତାମଲା ରାୟ ଚୌଧୁରୀ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବଜ୍ୟୋତି ମିଶ୍ର ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ "SVF unveils biggest film poster for Bengali film 'Amazon Obhijaan'". Economic Times. Retrieved 13 March 2018.
- ↑ "'Amazon Obhijan' becomes highest grossing Bengali film ever!". The Statesman. 16 January 2018.
- ↑ ୪.୦ ୪.୧ "Amazon Adventure". Odia Movie Dateabase. Retrieved 8 February 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆମାଜନ୍ ଆଡ୍ଭେଞ୍ଚର୍