ଆମାଜନ୍ ଆଡ୍‌ଭେଞ୍ଚର୍

ଉଇକିପିଡ଼ିଆ‌ରୁ
ଆମାଜନ୍ ଆଡ୍‌ଭେଞ୍ଚର୍
ନିର୍ଦ୍ଦେଶକକମଳେଶ୍ୱର ମୁଖାର୍ଜୀ
ପ୍ରଯୋଜକମହେନ୍ଦ୍ର ସୋନୀ
ଶ୍ରୀକାନ୍ତ ମହତ
କାହାଣୀକମଳେଶ୍ୱର ମୁଖାର୍ଜୀ
ମୂଳ ଆଧାରବିଭୂତିଭୂଷଣ ବନ୍ଦୋପାଧ୍ୟାୟଙ୍କର ରଚନା
କଳାକାରଦେବ୍
ଲବୋନି ସରକାର
ଡେଭିଡ୍ ଜେମ୍‌ସ୍
ଗୁଲୋକଭ୍
ସଙ୍ଗୀତଦେବଜ୍ୟୋତି ମିଶ୍ର
ଚିତ୍ରଗ୍ରହଣସୌମିକ୍ ହଳଧର
ସମ୍ପାଦକରବି ରଞ୍ଜନ ମୈତ୍ର
ମୁକ୍ତିଲାଭ ତାରିଖ
୨୨ ଡିସେମ୍ବର ୨୦୧୭ (ବଙ୍ଗଳା)
୫ ଜାନୁଆରୀ ୨୦୧୮ (ଓଡ଼ିଆ)[୧]
କଥାଚିତ୍ରର ସମୟ
୧୪୦ ମିନିଟ
ଦେଶ ଭାରତ
ଭାଷାବଙ୍ଗଳା
ଖର୍ଚ୍ଚ20 crore[୨]
ମୋଟ ଆୟ48.63 crore[୩]

ଆମାଜନ୍ ଆଡ୍‌ଭେଞ୍ଚର୍, ୨୦୧୮ରେ ଓଡ଼ିଆ ଭାଷାରେ ଡବିଂ କରାଯାଇ ମୁକ୍ତିଲାଭ କରିଥିବା ବଙ୍ଗଳା କଥାଚିତ୍ର ।[୧] ଏହି କଥାଚିତ୍ରଟିର ପୃଷ୍ଠଭୂମି ବିଭୁତିଭୂଷଣ ବନ୍ଦୋପାଧ୍ୟାୟଙ୍କଦ୍ୱାରା ସୃଷ୍ଟ ଚରିତ୍ରଗୁଡ଼ିକ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ମହେନ୍ଦ୍ର ସୋନୀ ଏବଂ ଶ୍ରୀକାନ୍ତ ମହତ । କମଳେଶ୍ୱର ମୁଖାର୍ଜୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]

ଦେବ୍, ଲବୋନି ସରକାର, ଡେଭିଡ୍ ଜେମ୍‌ସ୍, ଗୁଲୋକଭ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

  • ଦେବ୍
  • ଲବୋନି ସରକାର
  • ଡେଭିଡ୍ ଜେମ୍‌ସ୍
  • ଗୁଲୋକଭ୍
  • ତାମଲା ରାୟ ଚୌଧୁରୀ

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବଜ୍ୟୋତି ମିଶ୍ର ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  2. "SVF unveils biggest film poster for Bengali film 'Amazon Obhijaan'". Economic Times. Retrieved 13 March 2018.
  3. "'Amazon Obhijan' becomes highest grossing Bengali film ever!". The Statesman. 16 January 2018.
  4. ୪.୦ ୪.୧ "Amazon Adventure". Odia Movie Dateabase. Retrieved 8 February 2018.

ବାହାର ଆଧାର[ସମ୍ପାଦନା]