Jump to content

ଅଙ୍ଗପଡ଼ା

ଉଇକିପିଡ଼ିଆ‌ରୁ
ଅଙ୍ଗପଡ଼ା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ ଜିଲ୍ଲା
ପଞ୍ଚାୟତ ସମିତିକିଶୋରନଗର
ଗ୍ରାମ ପଞ୍ଚାୟତଅଙ୍ଗପଡ଼ା
ତହସିଲକିଶୋରନଗର
Time zoneIST (+୫.୩୦)
ଡାକ କୋଡ଼
୭୯୫୧୨୬[]
Area code+୦୬୭୬୪
ଯାନବାହାନ ପଞ୍ଚୀକରଣOD/19

ଅଙ୍ଗପଡା, ଓଡ଼ିଶାର ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ

[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ ୭୦ କି.ମି. , କିଶୋରନଗର ଠାରୁ ୧୩ କି.ମି. ଓ ଆଠମଲ୍ଲିକ ଠାରୁ ୩୮ କି.ମି. ଦୂରରେ ଅବସ୍ଥିତ।

ଶିକ୍ଷା

[ସମ୍ପାଦନା]

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ , ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି।

ସଂସ୍କୃତି

[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।