ପୋକଡୁଙ୍ଗା
ଦେଖଣା
ପୋକଡୁଙ୍ଗା | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଅନୁଗୋଳ ଜିଲ୍ଲା |
ପଞ୍ଚାୟତ ସମିତି | ଅନୁଗୋଳ |
ଗ୍ରାମ ପଞ୍ଚାୟତ | ପୋକଡୁଙ୍ଗା |
ତହସିଲ | ଅନୁଗୋଳ |
Time zone | IST (+୫.୩୦) |
ଡାକ କୋଡ଼ | ୭୯୫୧୨୯[୧] |
Area code | +୦୬୭୬୪ |
ଯାନବାହାନ ପଞ୍ଚୀକରଣ | OD/19 |
ପୋକଡୁଙ୍ଗା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ
[ସମ୍ପାଦନା]ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୨୫ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
[ସମ୍ପାଦନା]ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ଏହି ଗ୍ରାମରେ ବ୍ରିଟିସ ଶାସନ ସମୟରେ ପ୍ରଥମ ସ୍କୁଲ କମିଶନର ଗୋଲଡ୍ ବେରିଙ୍କଦ୍ୱାରା ୧୨- ୨- ୧୮୫୩ ମସିହାରେ ସ୍ଥାପିତ ହୋଇଥିଲା
ସଂସ୍କୃତି
[ସମ୍ପାଦନା]ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଆଧାର
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |