ଚନ୍ଦ୍ରଗିରି ବୌଦ୍ଧ ବିହାର

ଉଇକିପିଡ଼ିଆ‌ରୁ
ଚନ୍ଦ୍ରଗିରିର ବୁଦ୍ଧ ମୁର୍ତ୍ତି
ବୌଦ୍ଧବାଦ


ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

ଚନ୍ଦ୍ରଗିରି ଓଡ଼ିଶାର ଗଜପତି ଜିଲ୍ଲାରେ ଥିବା ଏକ ବୌଦ୍ଧ ବିହାର ଓ ଉପାସନା ସ୍ଥଳ । ୧୯୫୯ରେ ଚୀନରେ ତିବ୍ୱତ ଅଧିଗ୍ରହଣ ସମୟରେ ଅନେକ ତିବ୍ୱତୀୟ ଏଠାରେ ଆସି ଆଶ୍ରୟ ନେଇଥିଲେ । ଏହା ଯଦିଓ ଓଡ଼ିଶାର ବାକି ସବୁ ଯାଗାଠାରୁ ଅଲଗା ନୁହେଁ ତେବେ ଏଠାକାର ପରିବେଶ ପୁରା ଅଲଗା । ଠାଏ ଠାଏ ସାନ ସାନ ବୌଦ୍ଧ କୁଡ଼ିଆ ଘର ଓ ବୌଦ୍ଧ ବିହାର ଅଛି ।

ଚନ୍ଦ୍ରଗିରିରେ ଥିବା ବୌଦ୍ଧ ବିହାର

ଅବସ୍ଥାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2011-08-02. Retrieved 2011-05-16. {{cite web}}: Cite has empty unknown parameter: |1= (help)