ପ୍ରେମ ତୋର ନଟି ନଟି
ଦେଖଣା
ପ୍ରେମ ତୋର ନଟି ନଟି | |
---|---|
ନିର୍ଦ୍ଦେଶକ | ଏସ୍.କେ. ମୂରଲୀଧରନ |
ପ୍ରଯୋଜକ | ରଶ୍ମିତା ସ୍ୱାଇଁ |
ସଂଳାପ | ମନୋରଞ୍ଜନ ମହାପାତ୍ର |
ଚିତ୍ରନାଟ୍ୟ | ଏସ୍.କେ. ମୂରଲୀଧରନ |
କାହାଣୀ | ଜେମସ୍ ଶୁକ୍ଳା |
କଳାକାର | ଦେବ୍ ତମନ୍ନା ବ୍ୟାସ ମିହିର ଦାସ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଜିତୁ ମିଶ୍ର |
ମୁକ୍ତିଲାଭ ତାରିଖ | ୮ ଅଗଷ୍ଟ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରେମ ତୋର ନଟି ନଟି ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନ କରିଥିଲେ ରଶ୍ମିତା ସ୍ୱାଇଁ ।[୨] ମନୋରଞ୍ଜନ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଜେମସ୍ ଶୁକ୍ଳା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍.କେ. ମୂରଲୀଧରନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବ୍ ଓ ତମନ୍ନା ବ୍ୟାସ ।[୩] ମିହିର ଦାସ ଏହି କଥାଚିତ୍ରର ପାର୍ଶ୍ୱ ଅଭିନେତା ଭାବରେ ଅଭିନୟ କରିଥିଲେ ।
ବାଲେଶ୍ୱର ମୁଭିଏକ୍ସ ସିନେମା ହଲ୍ରେ ଫିଲ୍ମର ପ୍ରିମିୟର୍ ହୋଇଥିଲା ।[୧]
ଅଭିନୟ
[ସମ୍ପାଦନା]- ଦେବବ୍ରତ ପ୍ରଧାନ
- ତମନ୍ନା ବ୍ୟାସ[୪][୫]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ରିଲିଜ୍ ହେଲା 'ପ୍ରେମ ତୋର ନଟି ନଟି'". Odisha Reporter (in ଆମେରିକୀୟ ଇଂରାଜୀ). 2019-08-11. Retrieved 2019-08-18.
- ↑ ୨.୦ ୨.୧ ୨.୨ Bureau, OdishaLIVE (2019-06-24). "'ଗୋଲମାଲ ଲଭ' ପରେ 'ପ୍ରେମ ତୋର ନଟି ନଟି'ରେ ସୁନ୍ଦରୀ ତମନ୍ନା". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2019-08-18.
- ↑ "ଫ୍ରାଇଡେ ରିଲିଜ୍, ଆଜି ଆସିବ ଦେବଦାସ, ଜବାରିୟା ଯୋଡ଼ି". Sambad (in ଆମେରିକୀୟ ଇଂରାଜୀ). 2019-08-08. Retrieved 2019-08-18.
- ↑ "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
- ↑ "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021.
{{cite news}}
:|archive-date=
/|archive-url=
timestamp mismatch; 1 ଅକ୍ଟୋବର 2020 suggested (help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମ ତୋର ନଟି ନଟି