ଉଇକିପିଡ଼ିଆ:ଉଇକିପ୍ରକଳ୍ପ ମହିଳା/ସାହିତ୍ୟ
ଦେଖଣା
ସାହିତ୍ୟ ବିଭାଗରେ ଉଲ୍ଲେଖନୀୟ ଅବଦାନ ଥିବା ମହିଳାମାନଙ୍କ ତାଲିକା:
ଓଡ଼ିଶା
[ସମ୍ପାଦନା]କ୍ରମାଙ୍କ | ପ୍ରସଙ୍ଗ | ବିଭାଗ |
---|---|---|
୧ | କୁନ୍ତଳା କୁମାରୀ ସାବତ | ଔପନ୍ୟାସିକା, କବୟିତ୍ରୀ |
୨ | ସରଳା ଦେବୀ | |
୩ | ରମାଦେବୀ ଚୌଧୁରୀ | ଲେଖିକା |
୪ | ଶୈଳବାଳା ଦାସ | ଲେଖିକା |
୫ | ନନ୍ଦିନୀ ଶତପଥୀ | ଅନୁବାଦିକା |
୬ | ପ୍ରତିଭା ରାୟ | ଔପନାସିକା |
୭ | ପ୍ରତିଭା ଶତପଥୀ | କବି |
୮ | ସରୋଜିନୀ ସାହୁ | ଲେଖିକା |
୯ | ଯଶୋଧାରା ମିଶ୍ର | |
୧୦ | ସୁସ୍ମିତା ବାଗଚୀ | ଲେଖିକା |
୧୧ | ଅପର୍ଣ୍ଣା ମହାନ୍ତି | କବି |
୧୨ | ଅମିୟବାଳା ପଟ୍ଟନାୟକ | କବି |
୧୩ | କମଳା (କବି) | କବି |
୧୪ | କୁଙ୍କୁମୀ ବାଈ | କବି |
୧୫ | ଗାୟତ୍ରୀବାଳା ପଣ୍ଡା | କବି, ଗାଳ୍ପିକା, ଔପନ୍ୟାସିକା |
୧୬ | ଚାନ୍ଦ ବାଈ | କବି |
୧୭ | ବିଦ୍ୟୁତପ୍ରଭା ଦେବୀ | କବି |
୧୮ | ବୃନ୍ଦାବତୀ ଦାସୀ | କବି |
୧୯ | ବ୍ରହ୍ମୋତ୍ରୀ ମହାନ୍ତି | କବି |
୨୦ | ମନୋରମା ବିଶ୍ଵାଳ ମହାପାତ୍ର | କବି, ଗାଳ୍ପିକା, ଔପନ୍ୟାସିକା ଓ ଶିଶୁସାହିତ୍ୟିକା |
୨୧ | ମୌସୁମୀ ପରିଡ଼ା | କବି, ଗାଳ୍ପିକା, ଔପନ୍ୟାସିକା |
୨୨ | ଯଶୋଧାରା ମିଶ୍ର | କବି, ଗାଳ୍ପିକ ଏବଂ ଅନୁବାଦକ |
୨୩ | ସରୋଜିନୀ ଷଡ଼ଙ୍ଗୀ | କବି |
୨୪ | ସ୍ନେହଲତା ମହାନ୍ତି | ଶିଶୁ ସାହିତ୍ୟିକା |
୨୫ | ଗୀତା ମେହେଟ୍ଟା | ଲେଖିକା |
୨୬ | କୁମୁଦିନୀ ମହାପାତ୍ର | ଲେଖିକା ଓ ଅନୁବାଦିକା |
ଭାରତ
[ସମ୍ପାଦନା]କ୍ରମାଙ୍କ | ପ୍ରସଙ୍ଗ | ବର୍ଣ୍ଣନା |
---|---|---|
୧ | ଅନିତା ଦେଶାଇ | ଔପନ୍ୟାସିକା |