କମଳା (କବି)

ଉଇକିପିଡ଼ିଆ ରୁ
Jump to navigation Jump to search
କମଳା
ବୃତ୍ତି କବି
ଭାଷା ଓଡ଼ିଆ
ଜାତୀୟତା ଭାରତୀୟ
ସମୟ ପ୍ରାଚୀନ
ବିଷୟ ବୈରାଗ
ସାହିତ୍ୟର ଆନ୍ଦୋଳନ ଭକ୍ତି ଆନ୍ଦୋଳନ

କମଳା ପୁରାତନ ଓଡ଼ିଶାର ଜଣେ ନାରୀ କବି ଥିଲେ । ତାଙ୍କଦ୍ୱାରା ଲିଖିତ ମାତ୍ର ପାଞ୍ଚଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ଏହି କବିତା ମଧ୍ୟରୁ ତିନିଗୋଟିରେ ବୈରାଗ୍ୟର ପ୍ରବଣ ସ୍ୱର ରହିଛି । ଭାଷାର ପ୍ରାଚୀନତା ଦୃଷ୍ଟିରୁ ତାଙ୍କୁ କେବଳ ପ୍ରାଚୀନ କବି କହିବା ଛଡ଼ା ତାଙ୍କ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ ହୋଇପାରିନାହିଁ । [୧]

ଆଧାର[ସମ୍ପାଦନା]

  1. ଡଃ ନଗେନ୍ଦ୍ରନାଥ ପ୍ରଧାନ - ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନିର୍ଗୁଣଧାରା, ଧର୍ମଗ୍ରନ୍ଥ ଷ୍ଟୋର, କଟକ ।