ପ୍ରିୟା ମୋ ଆସିବ ଫେରି
ଦେଖଣା
ପ୍ରିୟା ମୋ ଆସିବ ଫେରି | |
---|---|
ନିର୍ଦ୍ଦେଶକ | ସୂର୍ଯ୍ୟ ମିଶ୍ର |
ପ୍ରଯୋଜକ | ଏସ୍ ଏମ୍ ଅଗ୍ରୱାଲ |
ଚିତ୍ରନାଟ୍ୟ | ସୂର୍ଯ୍ୟ ମିଶ୍ର |
କାହାଣୀ | ସୂର୍ଯ୍ୟ ମିଶ୍ର |
କଳାକାର | ହାତୀ, ମେଘ୍ନା ମିଶ୍ର, ରବି ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ଦୀପକ ପରିଡ଼ା, ରାଜଦୀପ, ସୋନାଲି, ସୁମନ |
ମୁକ୍ତିଲାଭ ତାରିଖ | ୧୨ ମଇ ୨୦୦୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରିୟା ମୋ ଆସିବ ଫେରି, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏସ୍ ଏମ୍ ଅଗ୍ରୱାଲ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମେଘ୍ନା ମିଶ୍ର ।[୧] ହାତୀ, ରବି ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ଦୀପକ ପରିଡ଼ା, ରାଜଦୀପ, ସୋନାଲି, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ହାତୀ- ଆନ୍ଥେନୀ
- ମେଘ୍ନା ମିଶ୍ର- ପାର୍ବତୀ ପଣ୍ଡା/ପାର
- ରବି ମିଶ୍ର- ରାମ ନାରାୟଣ ପଣ୍ଡା
- ସଲିଲ ମିତ୍ର- ଲାଲା
- ପିଣ୍ଟୁ ନନ୍ଦ- ହରିଆ
- ଦୀପକ ପରିଡ଼ା- ଶିବ
- ରାଜଦୀପ- ସାଗର
- ସୋନାଲି- ଲକ୍ଷ୍ମୀ
- ସୁମନ- ପୂଜାରୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "କାଇଁଚ ମାଳି ଲୋ" | |
2. | "ଆଖିର ଲୁହ ଧୋଇ ଦେଲ" | |
3. | "ହୋଲିର ବାହାନା" | |
4. | "ମୁଁ ଭଲ ପାଉଚି ତତେ" | |
5. | "ନା ଅଛି ମୋର ଧୂଳି ଅଗଣା" | |
6. | "ନାଲି ଓଢ଼ଣୀ ଟାଣି" | |
7. | "ପ୍ରିୟା ମୋ ପ୍ରିୟା" | |
8. | "ତୁ ରଙ୍ଗ୍ ନମ୍ବରରେ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Priya Mo Asiba Pheri oriya film Video, Songs, Review, Wallpapers". Oriya Film Database. 10 March 2013. Retrieved 2 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟା ମୋ ଆସିବ ଫେରି