ଭାଦ୍ରବ

ଉଇକିପିଡ଼ିଆ‌ରୁ


ଭଦ୍ରା (ପୂର୍ବାଭାଦ୍ର ବା ଉତ୍ତରାଭାଦ୍ର) ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଭାଦ୍ରବ ମାସ କୁହାଯାଏ । ଭାଦ୍ରବ ଶ୍ରାବଣର ପରବର୍ତ୍ତୀ ଓ ଆଶ୍ୱିନର ପୂର୍ବବର୍ତ୍ତୀ ମାସ । ଏହା ଓ ଏହାର ପରବର୍ତ୍ତୀ ମାସ ଶରତ ଋତୁ। ଏହା ଓଡ଼ିଆ ହିନ୍ଦୁମାନଙ୍କର ପଞ୍ଚମ ଚାନ୍ଦ୍ରମାନ ମାସ।

ପର୍ବପର୍ବାଣି[ସମ୍ପାଦନା]

ଆଧାର[ସମ୍ପାଦନା]