ଭାଦ୍ରବ

ଉଇକିପିଡ଼ିଆ ରୁ

ଭାଦ୍ରପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଭାଦ୍ରବ' ବା 'ଭୋଦୁଅ' ମାସ କୁହାଯାଏ । ଭାଦ୍ରବ ଶ୍ରାବଣର ପରବର୍ତ୍ତୀ ଓ ଆଶ୍ଵିନର ପୂର୍ବବର୍ତ୍ତୀ ମାସ । ଭାଦ୍ରବ ଶରତ ଋତୁର ପ୍ରଥମ ମାସ ।

ପର୍ବପର୍ବାଣୀ[ସମ୍ପାଦନା]

ଆଧାର[ସମ୍ପାଦନା]