ଫେବୃଆରୀ

ଉଇକିପିଡ଼ିଆ‌ରୁ
୧୦
୧୧ ୧୨ ୧୩ ୧୪ ୧୫ ୧୬ ୧୭
୧୮ ୧୯ ୨୦ ୨୧ ୨୨ ୨୩ ୨୪
୨୫ ୨୬ ୨୭ ୨୮ ୨୯

ଫେବୃଆରୀ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଦ୍ୱିତୀୟ ମାସ । ସାଧାରଣତଃ ଫେବୃଆରୀ ମାସ ୨୮ ଦିନିଆ ହୋଇଥାଏ । ତେବେ ଅଧିବର୍ଷରେ ଏହା ୨୯ ଦିନିଆ ହୋଇଥାଏ । କ୍ୟାଲେଣ୍ଡର ବା ପଞ୍ଚାଙ୍ଗ ସହ ଖଗୋଳୀୟ ଘଟଣାବଳୀରେ ସାମ୍ୟତା ଆଣିବା ଉଦ୍ଦେଶ୍ୟରେ ଅଧିବର୍ଷ ବ୍ୟବସ୍ଥାକୁ ଫେବୃଆରୀ ମାସ ସହ ଯୋଡ଼ା ଯାଇଛି । ତେବେ ବାରମାସ ମଧ୍ୟରେ ଫେବୃଆରୀ ହେଉଛି ବର୍ଷର ସବୁଠାରୁ ଛୋଟ ମାସ । ଲାଟିନ ଶବ୍ଦ "februum" (ଲାଟିନ ମାସ-Februarius) ଆଧାରରେ ବର୍ଷର ଏହି ଦ୍ୱିତୀୟ ମାସ ନାମିତ ।[୧] ରୋମାନ କ୍ୟାଲେଣ୍ଡରରେ ଜାନୁଆରୀ ଏବଂ ଫେବୃଆରୀ ଏହି ଦୁଇ ମାସ ହିଁ ଶେଷରେ ଯୋଡ଼ା ଯାଇଥିଲା ।

ପାଳିତ ଦିବସ[ସମ୍ପାଦନା]

ଆଧାର[ସମ୍ପାଦନା]

  1. DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 6 February 2022.{{cite web}}: CS1 maint: numeric names: authors list (link)