ଚୈତ୍ର
ଉଇକିପିଡ଼ିଆ ରୁ
ଚିତ୍ରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ 'ଚୈତ୍ର' ମାସ କୁହାଯାଏ । ସମ୍ବତ ଗଣନାରେ ଏହା ବର୍ଷର ପ୍ରଥମ ମାସ । ଏହାର ପୂର୍ବବର୍ତ୍ତୀ ମାସ ଫାଲଗୁନ ଓ ପରବର୍ତ୍ତୀ ମାସ ବୈଶାଖ । ଚୈତ୍ର ବସନ୍ତ ଋତୁର ଦ୍ଵିତୀୟ ମାସ ।
ପର୍ବପର୍ବାଣୀ[ସମ୍ପାଦନା]
- ମଙ୍ଗଳବାର: ମଙ୍ଗଳବାର ଓଷା
- କୃଷ୍ଣ ତ୍ରୟୋଦଶୀ: ବାରୁଣୀ ସ୍ନାନ
- ଶୁକ୍ଳ ନବମୀ: ରାମ ନବମୀ
- ଶୁକ୍ଳ ଏକାଦଶୀ: କାମଦା ଏକାଦଶୀ
- ପୂର୍ଣ୍ଣିମା: ହନୁମାନ ଜୟନ୍ତୀ
ଆଧାର[ସମ୍ପାଦନା]
|
|||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |