ପୌଷ
ଉଇକିପିଡ଼ିଆ ରୁ
ପୁଷ୍ୟା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ପୌଷ' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ମାର୍ଗଶୀର ଓ ପରବର୍ତ୍ତୀ ମାସ ଫାଲ୍ଗୁନ । ପୌଷ ଓ ଏହାର ପୂର୍ବବର୍ତ୍ତୀ ମାସ ମାର୍ଗଶୀର ହେମନ୍ତ ଋତୁ ।
ପର୍ବପର୍ବାଣୀ [ସମ୍ପାଦନା]
- ଶୁକ୍ଳ ଦଶମୀ: ଶାମ୍ବ ଦଶମୀ
- ଶୁକ୍ଳ ଏକାଦଶୀ: ପୌଷ ପୁତ୍ରଦା ଏକାଦଶୀ
ଆଧାର [ସମ୍ପାଦନା]
|
|||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |