ଶ୍ରାବଣ
ଉଇକିପିଡ଼ିଆ ରୁ
ଶ୍ରବଣା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଶ୍ରାବଣ' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଆଷାଢ଼ ଓ ପରବର୍ତ୍ତୀ ମାସ ଭାଦ୍ରବ । ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବର୍ଷା ଋତୁ ।
ପର୍ବପର୍ବାଣୀ [ସମ୍ପାଦନା]
- ଅମାବାସ୍ୟା: ଚିତାଲାଗି ଅମାବାସ୍ୟା/ ଚିତଉ ଅମାବାସ୍ୟା
- ଶୁକ୍ଳ ଦଶମୀ ଠାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ: ଝୁଲଣ ଯାତ୍ରା
- ପୂର୍ଣ୍ଣିମା: ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ, ବଳଭଦ୍ର ଜନ୍ମ
ଆଧାର [ସମ୍ପାଦନା]
|
|||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |