ବୁଧବାର

ଉଇକିପିଡ଼ିଆ ରୁ

ବୁଧବାର ହେଲା ସପ୍ତାହର ଏମିତି ଏକ ଦିନ ଯାହା ମଙ୍ଗଳବାର ଆଉ ଗୁରୁବାର ମଝିରେ ଆସେ ।

  • ଶ୍ରୀଗଣେଶଙ୍କ ବାର ହେଉଛି ବୁଧବାର । ଗଣେଶଙ୍କୁ ପ୍ରସନ୍ନ କରିବା ଲାଗି ଭାଦ୍ର କିମ୍ବା ମାଘ ମାସରେ ବ୍ରତ ଓ ଉପବାସ ରଖାଯାଏ । ଯାହାର ବୁଧଗ୍ରହ ଦୋଷ ରହିଛି, ସେମାନେ ଗ୍ରହ ଶାନ୍ତି ପାଇଁ ଗଣେଶଙ୍କୁ ପୂଜା କରନ୍ତି । ଏହିଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ସବୁଜ ସାମଗ୍ରୀ ଦାନ କରନ୍ତୁ ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]