ଆଷାଢ଼
ଉଇକିପିଡ଼ିଆ ରୁ
ଆଷାଢା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ 'ଆଷାଢ଼' ମାସ କୁହାଯାଏ । ସମ୍ବତ ଗଣନାରେ ଏହା ବର୍ଷର ଦ୍ଵିତୀୟ ମାସ । ଏହାର ପୂର୍ବବର୍ତ୍ତୀ ମାସ ଜ୍ୟୈଷ୍ଠ ଓ ପରବର୍ତ୍ତୀ ମାସ ଶ୍ରାବଣ । ଆଷାଢ଼ ବର୍ଷାଋତୁର ପ୍ରଥମ ମାସ ।
ପର୍ବପର୍ବାଣୀ [ସମ୍ପାଦନା]
ଆଧାର [ସମ୍ପାଦନା]
|
|||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |