ଗଣେଶ ପୂଜା
ଉଇକିପିଡ଼ିଆ ରୁ
| ଗଣେଶ ପୂଜା | |
|---|---|
| ପାଳନକାରୀ | ହିନ୍ଦୁ ଧର୍ମାମ୍ବଲମ୍ବୀ |
| ପ୍ରକାର | ଧାର୍ମିକ, |
| ଆରମ୍ଭ | ଭାଦ୍ରବ ଶୁକ୍ଳ ଚତୁର୍ଥୀ |
| ଶେଷ | ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ |
| ତାରିଖ | ଅଗଷ୍ଟ/ସେପ୍ଟେମ୍ବର |
| ୨୦୧୨ ତାରିଖ | ୧ ସେପ୍ଟେମ୍ବର |
| ୨୦୧୩ ତାରିଖ | ୧୯ ସେପ୍ଟେମ୍ବର |
| ୨୦୧୪ ତାରିଖ | ୯ ସେପ୍ଟେମ୍ବର |
ବିଦ୍ୟାର ଦେବତା, ଆଦିଦେବ ଶ୍ରୀଗଣେଶଙ୍କର ପୂଜା ।
ବିଷୟସୂଚୀ |
ମାସ/ତିଥି[ସମ୍ପାଦନା]
ଭାଦ୍ରବ ଶୁକ୍ଳ ଚତୁର୍ଥୀ ( ସେପ୍ଟେମ୍ବର)
ଅଞ୍ଚଳ[ସମ୍ପାଦନା]
ଭାରତର ସର୍ବତ୍ର । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ । [୧]
ସଂକ୍ଷେପରେ[ସମ୍ପାଦନା]
ଗଣେଶ ମହାପ୍ରଭୁଙ୍କର ମୃଣ୍ମୟୀ ମୂର୍ତୀକୁ ସପ୍ତାହ ବ୍ୟାପୀ ପୂଜାର୍ଚନା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ପୁରୀରେ ପୂଜାର ଶେଷଦିନ ଭସାଣି ପାଳନ କରାଯାଏ । ଶତାଧିକ ମେଢ଼ ଶ୍ରୀମନ୍ଦିରର ସିଂହଦ୍ଵାର ଦେଇ ସମୁଦ୍ରକୁ ବିସର୍ଜନ ପାଇଁ ଶୋଭାଯାତ୍ରାରେ ଯାଇଥାନ୍ତି ।
ଶ୍ରୀ ଗଣେଶ ମହାପ୍ରଭୁଙ୍କ ଶ୍ଳୋକ :
|| ବକ୍ର ତୁଣ୍ଡ ମହା କାୟ
ସୂର୍ୟ କୋଟି ସମ ପ୍ରଭ
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେସୁ ସର୍ବଦା ||
ଆଧାର[ସମ୍ପାଦନା]
- ↑ Rath, Tapan (2012). "Jatni soaked in Ganesh spirit - The New Indian Express". newindianexpress.com. http://newindianexpress.com/states/odisha/article933336.ece. Retrieved 5 October 2012. "One among the few places across the country where Lord Ganesh is worshipped for 11 days"
ଅଧିକ ତଥ୍ୟ[ସମ୍ପାଦନା]
- Discovering Ganesh: a multi-media cultural project about Ganesh, The Ganesh Festival, and Ganesh in the Indian Diaspora
- Ganesh Chaturthi on about.com
- Find out Exact Ganesh Chaturthi date for your city
- Ganesh Virtual Pooja
- Sankashtahara Ganesh Chaturthi
- Lord Ganesha Bhajan (ଶ୍ରୀ ଗଣେଶ ଭଜନ )
|
|||||||||||||