ଫାଲଗୁନ
ଉଇକିପିଡ଼ିଆ ରୁ
(ଫାଲ୍ଗୁନ ରୁ ଲେଉଟି ଆସିଛି)
ମୂଳ ଲେଖା: ମାସ
[ଏହାକୁ ବଦଳାନ୍ତୁ] ଫାଲ୍ଗୁନ
- ଫାଲ୍ଗୁନୀ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଫାଲ୍ଗୁନ' ମାସ କୁହାଯାଏ |
- ଏହାର ପୂର୍ବବର୍ତ୍ତୀ ମାସ ମାଘ ଓ ପରବର୍ତ୍ତୀ ମାସ ଚୈତ୍ର
- ଫାଲ୍ଗୁନ ଓ ଏହାର ପରବର୍ତ୍ତୀ ମାସ ଚୈତ୍ର ବସନ୍ତ ଋତୁ
[ଏହାକୁ ବଦଳାନ୍ତୁ] ଆଧାର
|
|||||||||||