ମାର୍ଗଶିର
ଉଇକିପିଡ଼ିଆ ରୁ
ମୃଗଶୀରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ 'ମାର୍ଗଶିର' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ଓ ପରବର୍ତ୍ତୀ ମାସ ପୌଷ । ମାର୍ଗଶିର ଓ ଏହାର ପରବର୍ତ୍ତୀ ମାସ ପୌଷ ହେମନ୍ତ ଋତୁ ।
ପର୍ବପର୍ବାଣୀ [ସମ୍ପାଦନା]
- ପ୍ରତ୍ୟେକ ଗୁରୁବାର: ମାଣବସା ଗୁରୁବାର ଓଷା
- କୃଷ୍ଣ ନବମୀ: କାଞ୍ଜିଅଅଁଳା ଓଷା
ଆଧାର [ସମ୍ପାଦନା]
|
|||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |