ସୁନ୍ଦରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
'ସୁନ୍ଦରଗଡ଼' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
ସାଂସଦ[ସମ୍ପାଦନା]
- ୨୦୧୯: ଜୁଏଲ ଓରାମ (ଭାରତୀୟ ଜନତା ପାର୍ଟି)[୧]
- ୨୦୧୪: ଜୁଏଲ ଓରାମ (ଭାରତୀୟ ଜନତା ପାର୍ଟି)
- ୨୦୦୯: ହେମାନନ୍ଦ ବିଶ୍ୱାଳ (ଭାରତୀୟ ଜାତୀୟ କଂଗ୍ରେସ)
- ୨୦୦୪: ଜୁଏଲ ଓରାମ (ଭାରତୀୟ ଜନତା ପାର୍ଟି)
- ୧୯୯୯: ଜୁଏଲ ଓରାମ (ଭାରତୀୟ ଜନତା ପାର୍ଟି)
- ୧୯୯୮: ଜୁଏଲ ଓରାମ (ଭାରତୀୟ ଜନତା ପାର୍ଟି)
ଆଧାର[ସମ୍ପାଦନା]
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-14.